ବିସିସିଆଇ ଚୟନ କମିଟି ସଦସ୍ୟ ହେଲେ ଅଜୟ ରାତ୍ରା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୂର୍ବତନ ଖେଳାଳି ଅଜୟ ରାତ୍ରାଙ୍କୁ ପୁରୁଷ ଚୟନ କମିଟି ସଦସ୍ୟ ଭାବେ ସାମିଲ କରିଛନ୍ତି । ସଲୀଲ ଆଙ୍କୋଲାଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ଅଜିତ ଅଗରକର ଚୟନ କମିଟି ମୂଖ୍ୟ ଦାୟିତ୍ୱ ତୁଲାଉଛନ୍ତି । ରାତ୍ରାଙ୍କ ନିକଟରେ ଉଭୟ ଘରୋଇ ଏବଂ…