Latest Odisha News

BREAKING NEWS

Yearly Archives

2024

ସୌର ଶକ୍ତିର ବ୍ୟାପକ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ଟିପିଏସଓଡିଏଲ ପକ୍ଷରୁ ସଚେତନତା ଅଭିଯାନ

ବ୍ରହ୍ମପୁର: ସମଗ୍ର ଦକ୍ଷିଣ ଓଡ଼ିଶାରେ ସୌର ଶକ୍ତିର ବ୍ୟାପକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସଓଡିଏଲ) ପକ୍ଷରୁ ଗଣ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଦକ୍ଷିଣ ଓଡ଼ିଶାର ପ୍ରଚୁର ସୌର ସମ୍ପଦକୁ ଉପଯୋଗ କରିବା ସହ ସୌର…

ବିଧାନସଭାରେ ଉଠିଲା ‘ବ୍ଲାକ୍‌ ରୋଜ୍‌’ ପ୍ରସଙ୍ଗ: ପ୍ରଶ୍ନକଲେ ବିଧାୟକ ଅମରେନ୍ଦ୍ର ଦାସ

ଭୁବନେଶ୍ଵର: ବିଧାନସଭାରେ ଉଠିଲା ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ଟାର୍ଗେଟ୍‌ କଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଖଣି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ‘ବ୍ଲାକ୍‌ ରୋଜ୍‌’ ଜାହାଜ ବୁଡ଼ିବା ପ୍ରସଙ୍ଗ ଉଠାଇଲେ ବିଧାୟକ ଅମରେନ୍ଦ୍ର ଦାସ ।…

ବଡ଼ଦାଣ୍ଡରେ ପୁଣି ବସିବେ ଉଠା ଦୋକାନୀ!

ପୁରୀ: ବଡ଼ଦାଣ୍ଡରେ ପୁଣି ଉଠାଦୋକାନ ବସିବା ପାଇଁ ଗଠିତ ହେଲା ବଡ଼ଦାଣ୍ଡ ମିଳିତ ଉଠା ଦୋକାନୀ ସଂଘ । ବଡ଼ଦାଣ୍ଡରୁ ଉଚ୍ଛେଦ ହୋଇଥିବା ସମସ୍ତ ଉଠା ଦୋକାନୀ ସଂଘ ଗୁଡ଼ିକ ମିଶି ଏକ ମିଳିତ ସଂଘ ପ୍ରସ୍ତୁତ କରିଛନ୍ତି । ଦରକାର ପଡିଲେ ବଡ଼ଦାଣ୍ଡରେ ବସିବାକୁ ସୁଯୋଗ ନମିଳିଲେ ଆତ୍ମାହୁତି ଦେବୁ…

ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ହିଲ୍ ଗ୍ୟାଙ୍ଗ ନିୟୋଜିତ

ଭୁବନେଶ୍ୱର: କୋତ୍ତଭାଲାସା-କିରନ୍ଦୁଲ ରେଳ ମାର୍ଗରେ ମୌସୁମୀ ସମୟରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ହିଲ୍ ଗ୍ୟାଙ୍ଗ (ପାହାଡି ଦଳ) ଏବଂ ଟନେଲ୍ ରକ୍ଷଣାବେକ୍ଷଣ ଦଳ ନିୟୋଜିତ ହୋଇଛନ୍ତି। ମୌସୁମୀ ସମୟରେ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ…

ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ

ଭୁବନେଶ୍ୱର: ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ଘଉଡ଼ାଇ ଦେଲେ ବିଜେପି କର୍ମୀ । ନିଲମ୍ବନ ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବାରୁ ଏପରି ଘଉଡ଼ାଇ ଦେଲେ କର୍ମୀ । ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ…

କୋନ ବନେଗା କରୋଡପତି ପାଇଁ ଉପବାସ ରଖିଥିଲେ ଶ୍ରୀମ୍

ନୂଆଦିଲ୍ଲୀ: କୋନ ବନେଗା କରୋଡପତି ପାଇଁ ଉପବାସ ରଖିଥିଲେ ଶ୍ରୀମ୍। ଯିଏକି ଅମିତାଭ ବଚ୍ଚନଙ୍କୁ ଭେଟିବା ପାଇଁ ୯୭ଦିନର ଉପବାସ ରଖିଥିଲେ। କୋନ ବନେଗା କରୋଡପତି- ୧୬ର ଶେଷ ଏପିସୋଡରେ ଶ୍ରୀମ୍ ଶର୍ମା ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ ସିଟ୍‌ରେ ବସିଥିଲେ। ଏହି ଶୋ’ରେ ଯୋଗଦେବା ଏବଂ ତାଙ୍କ…

ଚଳିତ ବର୍ଷ ବନ୍ୟଜନ୍ତୁ ଆକ୍ରମଣରେ ୬୮ ମୃତ

ଭୁବନେଶ୍ୱର: ଚଳିତ ବର୍ଷ ଓଡିଶାରେ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁଙ୍କ ଆକ୍ରମଣରେ ଅତି କମରେ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ। ଚଳିତ ବର୍ଷ ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ…

ଗ୍ୟାସ ବିସ୍ଫୋରଣକୁ ନେଇ ଏପରି ରାୟ ଦେଲେ ହାଇକୋର୍ଟ

କଟକ: ଗ୍ୟାସ ବିସ୍ଫୋରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଓଡିଶା ହାଇକୋର୍ଟ । ଏଣିକି ଗ୍ୟାସ ବିସ୍ଫୋରଣ ହେଲେ ମିଳିବ କ୍ଷତିପୂରଣ । ଆଜି ନୟାଗଡ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି ବେଳେ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ସେହିପରି ଘର ପୋଡିଗଲେ ମଧ୍ୟ ମଧ୍ୟ କ୍ଷତି ପୂରଣ ମିଳିବ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଲର୍ଡସରେ ୧୧ ଜୁନରୁ ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩-୨୫ର ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଆସନ୍ତା ବର୍ଷ ଜୁନ ୧୧ରୁ ୧୫ ପର୍ଯ୍ୟନ୍ତ ଏହା ଖେଳାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୬ ଜୁନକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଏହା ଡବ୍ଲ୍ୟୁଟିସିର ତୃତୀୟ ଫାଇନାଲ…

‘ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ’

ଭୁବନେଶ୍ବର: ଜଙ୍ଗଲ ନିକଟବର୍ତ୍ତୀ ଜନବସତି ଗୁଡିକୁ ସୁରକ୍ଷିତ ରଖିବାକୁ ରାଜ୍ୟସରକାରଙ୍କ ପ୍ରୟାସ । ଏଣିକି ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) । ଏହାର ସହାୟତାରେ ଜନବସତି ମୁହାଁ ହେଉଥିବା ବନ୍ୟ ତଥା ହିଂସ୍ର ଜନ୍ତୁଙ୍କ ଗତିବିଧି ଓ…