Latest Odisha News

BREAKING NEWS

Yearly Archives

2024

ସାଧାରଣ ଲୋକେ ବଡ଼ ଡ୍ରୋନ୍ କିଣି ପାରିବେ କି ? ଜାଣନ୍ତୁ ଡ୍ରୋନ୍ ଉଡାଇବା ପାଇଁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଯେତେ ଶୀଘ୍ର ଟେକ୍ନୋଲୋଜି ବିକଶିତ ହୁଏ, ସେତେ ଶୀଘ୍ର ଏହା ବଜାରରେ ଉପଲବ୍ଧ ମଧ୍ୟ ହୁଏ। ଟେକ୍ନୋଲୋଜୀର ଚାହିଦାକୁ ଦେଖି ବଜାରରେ ଏହାର ମୂଲ୍ୟ ସେତେ ଶସ୍ତା ମଧ୍ୟ ହୋଇଯାଏ। ଆମେ ଯଦି ଡ୍ରୋନ୍ କଥା କହିବା, ତେବେ ଆଜିକାଲି ପ୍ରାୟ ସମସ୍ତେ ଡ୍ରୋନ କିଣିବାରେ ସକ୍ଷମ ହେଲେଣି। ପୂର୍ବରୁ…

ହାଇକୋର୍ଟ ବେଞ୍ଚ…କହିଲେ ପୁଣି ଢୋକିଲେ !

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କିତ ଉତ୍ତର ନେଇ ରାଜନୀତି ବଢିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ। ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ…

ଆରିୟନ ମିଶ୍ର ହତ୍ୟାକାଣ୍ଡ; ସାମ୍ନାକୁ ଆସିଲା ହତ୍ୟା ପଛର ରହସ୍ୟ…

ଫରିଦାବାଦ: ଅଗଷ୍ଟ ୨୩ ତାରିଖ ପ୍ରାୟ ବିଳମ୍ବିତ ରାତିରେ ଦିଲ୍ଲୀ-ଆଗ୍ରା ହାଇଓ୍ବେର ଗଦପୁରୀ ଟୋଲ ନିକଟରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ଗୁଳିକରି ହତ୍ୟା କରିବା ଘଟଣା । ଏହି ଘଟଣାରେ ପୋଲିସ ଏବେ ୫ ଜଣଙ୍କୁ ଗିରଫ କରିଛି । ପୋଲିସ କହିଛି ଯେ, ଗୋ-ରକ୍ଷକ ମାନେ ଭୂଲବଶତଃ ଛାତ୍ରଙ୍କୁ…

ଦଖଲକାରୀଙ୍କ କବଜାରେ ରାଜଧାନୀର ୩୦ ଏକର ଜମି

ଭୁବନେଶ୍ବର: ମାଡ଼ିବସିଛନ୍ତି ରାଜଧାନୀର ୩୦ ଏକର ମୂଲ୍ୟବାନ ଜମି । ରାଜଧାନୀରେ ଜବରଦଖଲ ପ୍ରସଙ୍ଗ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, ଜବରଦଖଲକାରୀମାନେ ଭୁବନେଶ୍ବରରେ ୩୦ ଏକର ଜମି ମାଡିବସିଛନ୍ତି ।…

କାନ୍ଦାହାର ହାଇଜ୍ୟାକ୍: କିଏ ଥିଲେ ସେହି ଯାତ୍ରୀ, କାହିଁକି ଲୁଚା ଯାଇଥିଲା ତାଙ୍କ ପରିଚୟ ?

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ୱେବ ସିରିଜ୍‌ ଆଇସି ୮୧୪କୁ ନେଇ ଚାଲିଛି ପ୍ରତିବାଦ।କାନ୍ଦାହାର ବିମାନ ଅପହରଣ ଘଟଣାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଅନୁଭବ ସିହ୍ନାଙ୍କ ଏହି ୱେବ୍ ସିରିଜ୍ ଦିନକୁ ଦିନ ବିବାଦୀୟ ହୋଇପଡ଼ିଛି। ବିମାନରେ ନିଜର ପରିଚୟ ଲୁଚାଇବା ପାଇଁ ଅପହରଣକାରୀମାନେ ହିନ୍ଦୁ…

କେବେ ପଡୁଛି ଗଣେଶ ପୂଜା: କାହିଁକି ୧୦ ଦିନ ଯାଏଁ କରାଯାଏ ବିଘ୍ନହର୍ତାଙ୍କ ପୂଜା

ଭୁବନେଶ୍ୱର; ପ୍ରତିବର୍ଷ ଗଣେଷ ଚତୁର୍ଥୀକୁ ସାରା ଦେଶରେ ବଡ଼ ଧୂମଧାମରେ ପାଳନ କରାଯାଏ। କିନ୍ତୁ ଏହା ପ୍ରତିଥର ଅଲଗା ଅଲଗା ତାରିଖ ତଥା ଦିନ ମାନଙ୍କରେ ପାଳନ ହୁଏ। ସମାନ ରୁହେ କେବଳ ତିଥି। ଏବେ ସବୁ ପର୍ବ ଦୁଇ ଦିନକୁ ରହୁଥିବା ବେଳେ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ଦ୍ୱନ୍ଦ ଦେଖାଦେଇଛି। କେବେ ଆଉ…

୫ ବର୍ଷରେ ଉଦ୍ଧାର ହେଲେଣି ୨ଶହରୁ ଅଧିକ ଶିଶୁ ଶ୍ରମିକ

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଶିଶୁ ଶ୍ରମିକ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଶିଶୁ ଶ୍ରମିକ ଦେଖିବାକୁ ମିଳୁଛି । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଆଇପିଏସ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ

ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଗ୍ରହଣ l ପାଟଣାଗଡ଼ ଏଡିଜେ କୋର୍ଟରେ ଆଇପିଏସ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ l ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା l ବିସ୍ଫୋରଣରେ ନବବଧୂଙ୍କ ସ୍ବାମୀ ଓ ଜେଜେମାଆଙ୍କ ମୃତ୍ୟୁ…

ବ୍ରୁନେଇ ଏବଂ ସିଙ୍ଗାପୁର ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇ ଏବଂ ସିଙ୍ଗାପୁର ଅଭିମୁଖେ ଗସ୍ତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧିର ଜୈସୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୩ ଏବଂ ୪ରେ ବ୍ରୁନେଇ ଗସ୍ତ କରିବେ। ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ…

ସ୍କୁଲରେ ମଦ ପିଇ ଶିକ୍ଷକ ମାତାଲ, ଭାଇରାଲ ହେଉଛି ଭିଡିଓ

ଯାଜପୁର: ସ୍କୁଲରେ ମଦ ପିଇ ମାତାଲ ଅବସ୍ଥାରେ ଶିକ୍ଷକ । ଯାଜପୁର ଜିଲ୍ଲା ଦଶରଥପୁର ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଜାଫରପୁର ପଂଚାୟତ ଅନ୍ତର୍ଗତ ବାଲି ସାହି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ସଙ୍ଗୀନ ଦୃଶ୍ୟ । ବିଦ୍ୟାଳୟରେ ଶିକ୍ଷକ ମଦ ପିଇ ମାତାଲ ହୋଇଥିବା ଭିଡିଓ ଏବେ ସୋସିଆଲ…