Latest Odisha News

BREAKING NEWS

Yearly Archives

2024

ବନ୍ଧାହେଲେ ଖଣି ବାବୁ, ନାଁରେ କରିଥିଲେ ସମ୍ପତ୍ତିର ଖଣି

ତାଳଚେର: ବନ୍ଧାହେଲେ ଅନୁଗୁଳ ଜିଲ୍ଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଗତକାଲି ଖଣି ଉପନିର୍ଦ୍ଦେଶକଙ୍କର ବିଭିନ୍ନ ସ୍ଥାନରେ ଚଢାଉ କରି ଆୟ ବର୍ହିଭୂତି ସମ୍ପତି ଠୁଳରେ ଆଜି ଗିରଫ କରିଛି ଭିଜିଲାନ୍ସ । ତେବେ ଖଣି ଉପନିର୍ଦ୍ଦେଶକ ଧରଣୀଧର ବାଲି ମାଫିଆ ଓ ପଥର ମାଫିଆଙ୍କୁ…

ନନ୍ଦନକାନନରେ ହାତୀ ‘ହୀରା’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ହାତୀ ‘ହୀରା’ ଅସୁସ୍ଥ। ପ୍ରାଣୀ ଉଦ୍ୟାନର ହାତୀ ସଫାରୀରେ ରହୁଥିବା ୨୭ବର୍ଷର ମାଈ ହାତୀ ‘ହୀରା’ ଏବେ ଅସୁସ୍ଥ ଥିବା ଖବର ଆସିଛି। ହୀରାର ବାମ ପଟ ଆଗ ଗୋଡ଼ ଦିନକୁ ଦିନ ଫୁଲିବାରେ ଲାଗିଛି। ପାଦରେ ଭାର ବହନ କରିବାକୁ ସକ୍ଷମ ହୋଇପାରୁନାହିଁ । OUATର ଏକ ଟିମ୍,…

୫ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷିବ

ଭୁବନେଶ୍ୱର : ପଶ୍ଚିମକେନ୍ଦ୍ରୀୟ ତଥା ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଆଣିବ ବଡ଼ ବର୍ଷା। ତେବେ ଏହାର ପ୍ରଭାବରେ ବଢିବ ବର୍ଷାର ପରିମାଣ। ଦକ୍ଷିଣରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ…

ବେଙ୍ଗଲ ସରକାର ଆଣିବେ ଆଣ୍ଟି-ରେପ ବିଲ୍, ରାଷ୍ଟ୍ରପତି ଦେବେ କି ଅନୁମୋଦନ ?

କୋଲକାତା: ଆଜି ପଶ୍ଚିମବଙ୍ଗ ବିଧାନସଭାରେ ନିଆଯିବ ବଡ଼ ନିଷ୍ପତ୍ତି। ବିଧାନସଭାରେ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି ପଶ୍ଚିମବଙ୍ଗ ସରକାର। ଆସିବ କଠୋର ନିୟମ। ବିଧାନସଭାରେ ପାରିତ ହେବାକୁ ଯାଉଛି ଆଣ୍ଟି-ରେପ୍ ବିଲ୍। କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ…

ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା ଗଧିଆ, ଏଯାବତ ଗଲାଣି ୯ ଜୀବନ

ବାହାରଚି: ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ। ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା ଗଧିଆ। ଗଧିଆ ଆକ୍ରମଣରେ ଶିଶୁ ଗୁରୁତର, ମେଡିକାଲରେ ଭର୍ତ୍ତି। ୨ ମାସରେ ୯ ଜଣଙ୍କୁ ମାରିଲେଣି ଗଧିଆ ପଲ। ୧୦ରୁ ଅଧିକ ଆହତ ହେଲେଣି। ଏଯାବତ୍ ୪ ଗଧିଆଙ୍କୁ ଧରିଲାଣି ବନବିଭାଗ। ଆଉ ଦୁଇଙ୍କୁ…

ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ହୋମଗାର୍ଡଙ୍କ ମୃତ୍ୟୁ

ବାରିପଦା: ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଥିବା ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ ।…

କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବରଗଡ଼ ସୋହେଲା ଦିଲେଶ୍ବର ହତ୍ୟା ମାମଲା । ସୋମବାର ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କଲେ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଏହି ମାମଲାରେ ତାଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର ପାଇଁ ଗତ ଜୁଲାଇ ୩୦ ନିର୍ଦ୍ଧାରିତ ତାରିଖ ଧାର୍ଯ୍ୟ…

ବାର୍ଡ ଫ୍ଲୁ ଭୟ; ଆସନ୍ତା ୪ ଓ ୫ରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବାର୍ଡ ଫ୍ଲୁ ଦମନ ନେଇ ସୋମବାର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଓଡ଼ିଶା, ମନୋଜ ଅହୁଜା, ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ସୁଶ୍ରୀ ଅଳକା ଉପାଧ୍ୟାୟ, ଓଡିଶା…

‘ଡିଜିଟାଲ ଫସଲ ସର୍ବେକ୍ଷଣ ମାଧ୍ୟମରେ ସିଏମ୍-କିଷାନ ସହ ଅନ୍ୟ ଆର୍ଥିକ ସୁବିଧା ପାଇପାରିବେ ଚାଷୀ’

ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ ଶ୍ରୀ…

ସଲମାନଙ୍କ ସହ ଫିଲ୍ମ କରିବେ ଅଟଲୀ

ମୁମ୍ବାଇ: ଜୱାନ ପରେ ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଅଟଲୀ କୁମାରଙ୍କ ପରବର୍ତୀ ହିନ୍ଦୀ ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି । ରିପୋର୍ଟ ମୁତାବକ ଅଟଲୀ ଏବେ ସୁପରଷ୍ଟାର ସଲମାନ ଖାଁଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ୨ ହୀରୋ ଥିବା ଏହି ଫିଲ୍ମର କାହାଣୀ ସଲମାନଙ୍କୁ ବେଶ ପସନ୍ଦ…