ନୂଆ ସରକାରଙ୍କର ୨ ମାସରେ ବନ୍ଧା ହେଲେଣି ୩୯ ସରକାରୀ ବାବୁ
ଭୁବନେଶ୍ବର: ଶାସନକୁ ଆସିବା ପରେ ଆକ୍ସନ ମୋଡରେ ମୋହନ ସରକାର । କ୍ଷମତା ଗ୍ରହଣ କରିବାର ୨ ମାସ ଭିତରେ ଧରାପଡିଲେଣି ୩୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଧାନସଭାରେ ବିଜେପି ବିଧାୟିକା ଉପାସନା…