Latest Odisha News

BREAKING NEWS

Yearly Archives

2024

ଗୁଜୁରାଟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଆଇଏମସିଟି ଗଠନ

ନୂଆଦିଲ୍ଲୀ: ଗୁଜରାଟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରାଯାଇଛି। ଆଇଏମସିଟି ଖୁବଶୀଘ୍ର ରାଜ୍ୟର ବନ୍ୟା…

ଜାତୀୟ ଓପନ ଆଥଲେଟିକ୍ସ:୧୦୦ ମିଟରରେ ଲାଲୁ ପ୍ରସାଦଙ୍କୁ ସ୍ୱର୍ଣ୍ଣ

ବେଙ୍ଗାଲୁରୁ: ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନ୍ସ ଆୟୋଜିତ ହୋଇଛି । ଏଥିରେ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ୧୦୦ ମିଟରରେ ୨୧ ବର୍ଷୀୟ ଲାଲୁ ପ୍ରସାଦ ଭୋଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦.୪୬ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରି…

ଆରମ୍ଭ ହେଲା ସୁଭଦ୍ରା ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ଫର୍ମ ପୁରଣ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ । ପଞ୍ଜିକରଣ ପାଇଁ ଅଙ୍ଗନବାଡି କେନ୍ଦ୍ର, ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦିନ ସାରା ଭିଡ ଦେଖିବାକୁ ମିଳିଛି । ସେଠାରୁ ଫର୍ମ ଆଣି ପୂରଣ କରିବା ପରେ ମୋ ସେବା କେନ୍ଦ୍ର, ସାଧାରଣ ସେବା…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଟିମରେ ସ୍ଥାନ ପାଇ ପାରିବେ ନାହିଁ ସମିତ ଡ୍ରାଭିଡ

ନୂଆଦିଲ୍ଲୀ: ଭାରତର ମହାନ ଖେଳାଳି ତଥା ପୂର୍ବତନ କୋଚ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ଡ୍ରାଭିଡ ୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ସେ ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ସେ ଖେଳିବେ ।…

କାହାକୁ ବିବାହ କରିବେ କଙ୍ଗନା ରଣାୱତ; ରାଜନେତା ନା ଅଭିନେତା…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ତାଙ୍କୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳୁଛି। ନିକଟରେ କଙ୍ଗନା ରଣାୱତ ବିବାହ ସମ୍ବନ୍ଧରେ ନିଜର ମତ ରଖିଛନ୍ତି।…

‘ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ କଦାପି ଗ୍ରହଣ କରିବି ନାହିଁ’

ଭୁବନେଶ୍ବର: ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଲେ ''ମୁଁ ରେଭେନ୍ସାର ଜଣେ ଛାତ୍ର । ରେଭେନ୍ସାର ନାମ ବଦଳାଇବା ପ୍ରସଙ୍ଗକୁ ମୁଁ…

ଆସିବ କି ‘ମିଷ୍ଟର ଇଣ୍ଡିଆ- ୨’, ହିଣ୍ସ ଦେଲେ ବୋନି କପୁର

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀ ଆମ ଗହଣରେ ନଥିଲେ ବି ଆଜିବି ଫ୍ୟାନ୍ସ ଙ୍କ ମନ ଭିତରେ ଉଜ୍ଜୀବିତ ହୋଇ ରହିଛନ୍ତି। ତାଙ୍କର ଅନେକ ଚଳଚ୍ଚିତ୍ର ଆଜିବି ଅଭୁଲା ହୋଇ ରହିଛି। ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି, ଯାହାର ତାଲିକା ବହୁତ ଲମ୍ବା। ତାହା…

ସେପ୍ଟେମ୍ବରରେ ତିନି ଦିନିଆ ଆମେରିକା ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ତିନି ଦିନିଆ ଆମେରିକା ଗସ୍ତରେ ଯିବେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ସେପ୍ଟେମ୍ବର ୮ରୁ୧୦ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ରାହୁଲ । ଏହି ସମୟରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବେ । ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ରାହୁଲ ଗାନ୍ଧୀ ଟେକ୍ସାସ, ଡାଲ୍ଲାସ ଓ…

ଦୁନିଆର ସବୁଠୁ ବଡ କବରସ୍ଥାନ, ଜାଣନ୍ତି କି କେଉଁଠି

ନୂଆଦିଲ୍ଲୀ: ପରମ୍ପରା ଅନୁସାରେ ମୁସଲିମ ସଂପ୍ରଦାୟର ଲୋକଙ୍କ ମୃତ୍ୟୁ ପରେ ତାଙ୍କୁ କବର ଦିଆଯାଇଥାଏ । ଦୁନିଆର ସବୁ ଜାଗାରେ କବରସ୍ଥାନ ଦେଖିବାକୁ ମିଳେ । କିନ୍ତୁ ଏପରି ଏକ କବରସ୍ଥାନ ଅଛି ଯାହା ସବୁଠାରୁ ଭିନ୍ନ । ଏହି କବରସ୍ଥାନକୁ ଦୁନିଆର ସବୁଠୁ ବଡ କବରସ୍ଥାନ କୁହାଯାଏ । ଇରାକର ‘ନଜଫ’…

ଓଟିଟିରେ ଧମାକା କରିବ ‘ବ୍ୟାଡ୍ ନ୍ୟୁଜ୍’, ଏହି ପ୍ଲାଟଫର୍ମରେ ହେଲା ରିଲିଜ

ମୁମ୍ବାଇ: ଥିଏଟରରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ ଭିକି କୌଶଲ, ତ୍ରିପ୍ତି ଡିମ୍ରି ଏବଂ ଏମି ବିର୍କଙ୍କ କମେଡି ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍' ଏବେ ଓଟିଟି ରେ ରିଲିଜ ହୋଇଛି । ବଡ ପରଦା ପରେ ଧର୍ମା ପ୍ରଡକ୍ସନ୍ ର ଏହି ଫିଲ୍ମ ବର୍ତ୍ତମାନ ଓଟିଟି ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ ।…