Latest Odisha News

BREAKING NEWS

Yearly Archives

2024

ନିଜକୁ ବିବାହ କରିଥିଲେ ମହିଳା, ଏବେ ଦେଲେ ଛାଡପତ୍ର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୁଗରେ ଚର୍ଚ୍ଚାରେ ରହିବା ପାଇଁ ଅନେକ ଯୁବକ ଓ ଯୁବତୀ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁଲେନ କ୍ୟାରୀ ନାମକ ମହିଳା ବ୍ରାଜିଲ ବାସନ୍ଦା ହେଲେ ମଧ୍ୟ ଏବେ ଲଣ୍ଡନରେ ରହୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ୪ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି । ସେ ଗତ…

ସେପ୍ଟେମ୍ୱରରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆପଣଙ୍କର ବ୍ୟାଙ୍କରେ କିଛିଗୁରୁତ୍ୱପୂର୍ଣ୍ଣ କାମ ରହିଛି କି? ତେବେ ତୁରନ୍ତ କାମଗୁଡ଼ିକ ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ସେପ୍ଟେମ୍ୱର ମାସରେ ୧୫ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ। ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ...  ୧ ସେପ୍ଟେମ୍ବର ୨୦୨୪- ରବିବାର…

ଚିକିଟି ମଦ ବିଭୀଷିକା: ଆଉ ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର: ଚିକିଟି ମଦ ବିଭୀଷିକା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ । ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ କରବାଲୁଆର ଗାଁର ବାୟା ସେଠୀ । ତାଙ୍କୁ ମିଶାଇ ମଦ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି । ମଦ ପିଇ ଗୁରୁତର ହେବା ପରଠାରୁ ଏମକେସିଜିରେ…

ଭୁବନେଶ୍ଵରରୁ ବ୍ରାଉନସୁଗାର ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଛାତ୍ରୀ ଗିରଫ

ଭୁବନେଶ୍ବର: ଡିଲ୍‌ ବେଳେ ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ଅବକାରୀ ପୋଲିସ । ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ ଜବତ କଲା ଅବକାରୀ ପୋଲିସ । ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମୋଟ ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ସୂଚନା ଅନୁସାରେ, ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ…

ଟେଷ୍ଟ କ୍ରିକେଟରେ ରାଜୁତି କରୁଛନ୍ତି ରୁଟ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ୨୦୧୩ରେ ଅବସର ଘୋଷଣା କରିବା ପରେ ତାଙ୍କ ସ୍ଥାନ କିଏ ନେବ ସେ ନେଇ ଆଲୋଚନା ଜୋର ଧରିଥିଲା । ବିରାଟ କୋହଲି ତାଙ୍କ ପ୍ରଦର୍ଶନ ବଳରେ ଏହି ପ୍ରଶ୍ନର ଉତର ସହଜରେ ଦେଇଥିଲେ । ସବୁ ଫର୍ମାଟରେ ସେ ଭଲ ପ୍ରଦର୍ଶନ କରି ବିଶ୍ୱ କ୍ରିକେଟରେ ନିଜର ସ୍ୱତନ୍ତ୍ର ଛାପ…

ଭୟଙ୍କର ଖାଦ୍ୟ ସଙ୍କଟ; ଜୀବଜନ୍ତୁ ମାରି ଖାଇବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାମିବିଆରେ ଗତ ୧୦୦ ବର୍ଷ ମଧ୍ୟରେ ଇତିହାସର ସବୁଠାରୁ ଦୟନୀୟ ସ୍ଥିତି ଉପୁଜିଛି। ଭୟଙ୍କର ମରୁଡ଼ି ଯୋଗୁ ଏଠାରେ ଖାଦ୍ୟ ସଙ୍କଟ ସ୍ଥିତି ଉପୁଜିଛି। ଏହି ଦେଶର ନାଗରିକମାନେ ଦିନକୁ ଦୁଇଥର ଖାଇବାକୁ ପାଉ ନାହାଁନ୍ତି। ଲୋକମାନେ ଖାଦ୍ୟ ଖାଇବାକୁ ପାଉନଥିବା ବେଳେ ପାଣି ପିଇବାକୁ…

ବିଡିଏର ୪୨ତମ ପ୍ରତିଷ୍ଠା ଦିବସ: ‘ଭୁବନେଶ୍ବରକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଆମର ଲକ୍ଷ୍ୟ’

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର…

ଏତେ ଦିନ ଧରି ପାଣି ଭିତରେ ରହିପାରିବ ପଣ୍ଡୁବି ଆଇଏନଏସ ଆରିଘାତ…

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ପରମାଣୁ ପଣ୍ଡୁବି ଆଇଏନଏସ ଆରିଘାତ ଅନ୍ତର୍ଭୂକ୍ତ ହେବା ପରେ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଏହାର ସାହାଯ୍ୟରେ ଭାରତୀୟ ସାମୁଦ୍ରିକ ଅଞ୍ଚଳରେ ସୁରକ୍ଷା ବୃଦ୍ଧିରେ ସହାୟକ ହେବ । ଏହି ବୁଡ଼ାଜାହାଜ କେ-୪ ପରି ବିପଜ୍ଜନକ କ୍ଷେପଣାସ୍ତ୍ର ସମେତ ଅନେକ…

ରିଲିଜ୍ ପୂର୍ବରୁ ‘ପୁଷ୍ପା-୨’ର ନୂଆ ରେକର୍ଡ, ପଛରେ ପଡ଼ିଲା ଏହି ସବୁ ବଡ଼ ବଜେଟ ଫିଲ୍ମ

ମୁମ୍ବାଇ: ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ପୁଷ୍ପା'ରେ ଅଲୁ ଅର୍ଜୁନ ଲାଲ୍ ଚନ୍ଦନର ଚୋରା ଚାଲାଣକାରୀ ପୁଷ୍ପା ରାଜ ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ। ଏହି ଚଳଚ୍ଚିତ୍ରର ସିକ୍ୱେଲକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହେଉଛି। 'ପୁଷ୍ପା ୨'ରେ କାମ ଚାଲିଛି ଏବଂ ଏଥର ମଧ୍ୟ…

ବାର୍ଡ ଫ୍ଲୁ ସନ୍ଦେହ :ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

କେନ୍ଦ୍ରାପଡ଼ା: ରାସ୍ତା କଡ଼ରୁ ମିଳିଲା ୪ ବସ୍ତା ମୃତ କୁକୁଡ଼ା । ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ପଡ଼ିଛି ୪ ବସ୍ତା ମୃତ କୁକୁଡା । ତେବେ କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ବାର୍ଡ ଫ୍ଲୁ ଏହାର କାରଣ ହୋଇଥିବା ନେଇ…