Latest Odisha News

BREAKING NEWS

Yearly Archives

2024

ଦକ୍ଷିଣ ଇରାନରେ ୮୦ ଡିଗ୍ରୀ ଟପିଲା ତାପମାତ୍ରା! 

ତେହରନ: ଦକ୍ଷିଣ ଇରାନରେ ଏକ ସ୍ଥାନର ତାପମାତ୍ରା ପୃଥିବୀର ସବୁ ରେକର୍ଡକୁ ପାର୍ କରିଛି । ହିଟ୍ ଇଣ୍ଡେକ୍ସ ପାରଦ ୮୨.୨ ଡିଗ୍ରୀ ସେଲସିୟସ ଛୁଇଁଥିବା କୁହାଯାଇଛି । ଯାହା ଫଳରେ ତୁରନ୍ତ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଏହି ହିଟ୍ ଇଣ୍ଡେକ୍ସ ପୃଥିବୀରେ ଏପର୍ଯ୍ୟନ୍ତ ରେକର୍ଡ…

ବଢିଲା ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନାର ଅବଧି

ଭୁବନେଶ୍ଵର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ଯ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ…

ଲାଞ୍ଚ ନେବା ବେଳେ ଧରାପଡିଲେ, ଭିଜିଲାନ୍ସକୁ ଦେଖି ଅଚେତ ହୋଇଗଲେ

ରାୟଗଡ଼ା: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ୨୫ ହଜାର ଲାଞ୍ଚ ନେବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ ଧରିଲା ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ଅଚେତ ହୋଇପଡ଼ିଲେ ଯନ୍ତ୍ରୀ । ଅଚେତ…

ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ…

ମା’କୁ ମାରିବା ପରେ ଇନଷ୍ଟାଗ୍ରାମରେ ଲେଖିଲେ; ମୋତେ କ୍ଷମା କରିଦେବ… 

ଅହମ୍ମଦାବାଦ: ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ମାଆକୁ ହତ୍ୟା କଲେ। ତା’ପରେ ତାଙ୍କ ମୃତ ଶରୀର ସହିତ ସେଲଫି ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଗୁଜୁରାଟରେ ଘଟିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମୃତ ମହିଳାଙ୍କ ନାମ…

ବଦଳିଲା ହରିୟାଣା ବିଧାନସଭା ମତଦାନ ତାରିଖ ଓ ଜାମ୍ମୁ କାଶ୍ମୀର ଭୋଟ ଗଣତି ତାରିଖ

ନୂଆଦିଲ୍ଲୀ: ବଦଳିଲା ହରିୟାଣା ବିଧାନସଭା ଭୋଟ ଗ୍ରହଣ ତାରିଖ । ତାରିଖ ବଦଳାଇଲେ ଇସିଆଇ । ଅକ୍ଟୋବର ୧ ବଦଳରେ ଅକ୍ଟୋବର ୫ରେ ହେବ ଭୋଟ ଗ୍ରହଣ । ବିଷ୍ଣୋଇ ସଂପ୍ରଦାୟର ପର୍ବକୁ ଦୃଷ୍ଟିରେ ରଖି ତାରିଖ ବଦଳାଇଲେ ଇସିଆଇ। ସେପଟେ ହରିୟାଣା ଭୋଟ୍‌ ତାରିଖ ବଦଳିବା ସହ ବଦଳିଲା ଭୋଟ ଗଣତି ତାରିଖ ।…

ପାରା ଅଲିମ୍ପିକ୍ସ: ଶୁଟିଂରେ ରୁବିନାଙ୍କୁ ବ୍ରୋଞ୍ଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର ତୃତୀୟ ଦିବସରେ ଭାରତୀୟ ଶୁଟର ରୁବିନା ଫ୍ରାନ୍ସିନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ(ଏସଏଚ୧)ରେ ସେ ଏହି ସଫଳତା ପାଇଛନ୍ତି । ରୁବିନା ୨୧୧.୧ ପଂଏଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଏଥିସହ ଭାରତର ପଦକ ସଂଖ୍ୟା ୫ରେ ପଂହଚିଛି ।…

ହେମା କମିଟିର ରିପୋର୍ଟ ପରେ ପ୍ରତିକ୍ରିୟା ରଖିଲେ ମୋହନଲାଲ

ଚେନ୍ନାଇ: ମାଲାୟାଲମ ଇଣ୍ଡଷ୍ଟ୍ରିରେ ଚାଲିଥିବା ମି-ଠୁ ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମାଲାୟାଲମ୍ ଅଭିନେତା ମୋହନଲାଲ। ହେମା କମିଟିର ଚାଞ୍ଚଲ୍ୟକର ରିପୋର୍ଟ ପରେ ସେ ଏଏମଏମଏ (ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘ) ରୁ ଇସ୍ତଫା ଦେଇଥିଲେ। ସେ ଏମ୍ଏମ୍ଏରେ ସଭାପତି ଥିଲେ।…

ମୋହନ ସରକାରକୁ ବିରୋଧି ନେତାଙ୍କ ଟାର୍ଗେଟ୍‌

ଭୁବନେଶ୍ଵର: ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀଦଳ ନେତା । ବାଲେଶ୍ବର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ବିରୋଧ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏଥିସହ ରଥଯାତ୍ରା ଅବ୍ୟବସ୍ଥା, ମହାପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା ଘଟଣା, ଚିକିଟି…

୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ପାଇଲେ ଜୁନିୟର ଡ୍ରାଭିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କୋଚ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ଡ୍ରାଭିଡଙ୍କୁ ୧୯ ବର୍ଷରୁ କମ ଭାରତୀୟ ଦଳରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ ତାଙ୍କୁ ଚୟନ କରାଯାଇଛି । ବିସିସିଆଇ ଚୟନ କମିଟି ଶନିବାର ଦିନିକିଆ ଏବଂ ୪ ଦିବସୀୟ ମ୍ୟାଚ ପାଇଁ ଅଲଗା ଅଲଗା ଦଳ…