Latest Odisha News
Yearly Archives

2024

ବଦଳିବ କି ’ରେଭେନ୍ସା’ ବିଶ୍ଵବିଦ୍ୟାଳୟର ନାଁ! ଜାଣନ୍ତୁ କଣ କହିଲେ କେନ୍ଦ୍ରମନ୍ତ୍ରୀ

କଟକ: ଓଡ଼ିଶାର ବହୁ ପୂରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ’ରେଭେନ୍ସା’ର ନାମ ପରିବର୍ତ୍ତନ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗ୍ରହ ପ୍ରକାଶ କରିଛନ୍ତି। ଆଜି କଟକରେ ଆୟୋଜିତ ସ୍ବାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହି ପରି ମତ ଦେଇଛନ୍ତି…

କୋରାପୁଟ-ସିଙ୍ଗାପୁର ରୋଡ୍ ରେଳ ଲାଇନ ଦୋହରୀକରଣ କାର୍ଯ୍ୟ

ଭୁବନେଶ୍ୱର: କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ରେଳ ଲାଇନରେ ୧୬୫କିଲୋମିଟର ଦୈର୍ଘ୍ୟରେ ଚାଲୁ ରହିଥିବା ଦୋହରୀକରଣ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ଆହ୍ୱାନ ସତ୍ୱେ କ୍ରମାଗତ ଭାବରେ ଅଗ୍ରଗତି କରିଚାଲିଛି। ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ କରିବା…

ଭାରତକୁ ପୁଣି ଫେରିବ କି କରୋନା? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡ-୧୯ ଭାରତକୁ ପୁଣି ଥରେ ଫେରିବାକୁ ଯାଉଛି।ଏନେଇ ସତର୍କ ରହିବାକୁ ସଚେତନ କରିଛନ୍ତି ବିଶେଷଜ୍ଞ। ୨୦୨୦-୨୧ ମଧ୍ୟରେ ଦେଶ କୋଭିଡ ମହାମାରୀରେ ସଂକ୍ରମିତ ହୋଇଥିଲା। ଏବେ ପୁଣି ଥରେ କୋଭିଡ-୧୯ ବ୍ୟାପୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ, ଆମେରିକାରୁ ଦକ୍ଷିଣ…

ମଲିଉଡ୍‌ର ଡାର୍ଟି ପିକଚର୍‌

ନୂଆଦିଲ୍ଲୀ: ଉନ୍ନତ କଳାତ୍ମକ ଫିଲ୍ମ ପାଇଁ ପ୍ରସିଦ୍ଧ ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରି ବା ମଲିଉଡରେ ଏବେ ହଇଚଇ । ଯୈାନ କେଳେଙ୍କାରୀ ନେଇ ଉଠୁଛି ପଡୁଛି ମଲିଉଡ୍ । ଜଷ୍ଟିସ ହେମା କମିଟି ରିପୋର୍ଟ ସାର୍ବଜନୀନ ହେବା ପରେ ମଲିଉଡରେ ଯୈାନ ଶୋଷଣ, କାଷ୍ଟିଂ କାଉଚ୍ ନେଇ ସୃଷ୍ଟି ହୋଇଛି ଆଲୋଡନ ।…

ଅପୂର୍ବା ଅବନୀ: ପାରାଅଲିମ୍ପିକ୍ସରେ ଭାରତର ଗୌରବ

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସରେ ଭାଗ ନେଉଥିବା ଚର୍ଚ୍ଚିତ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ଅବନୀ ଲେଖରା ଅନ୍ୟତମ । ତିନି ବର୍ଷ ପୂର୍ବେ ଟୋକିଓ ପାରାଅଲିମ୍ପିକ୍ସ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଅବନୀ ଲେଖରା । ପ୍ରଥମ ଭାରତୀୟ ସୁଟର ଭାବେ ପାରାଅଲିମ୍ପିକ୍ସରେ…

ଭୁବନେଶ୍ବର ମେୟରଙ୍କୁ ଅସମ୍ମାନ !

ଭୁବନେଶ୍ବର: ନିମନ୍ତ୍ରଣ କଲେ, ବସିବାକୁ ଚେୟାର ଦେଲେନି । ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କୁ ବିଜେପି ସରକାର ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । କାର୍ଯ୍ୟକ୍ରମକୁ ମେୟରଙ୍କୁ ନିମନ୍ତ୍ରଣ କରି ଚେୟାର ଦିଆଯାଇନଥିବା ସୁଲୋଚନା ଦାସ କହିଛନ୍ତି ।…

ପୁଣି ବିଚ୍ ସାକ୍ସ ପୁଣି ବିବାଦ !

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ନୀତି। ଗଞ୍ଜାମ ମଦମୃତ୍ୟୁ ମାମଲାରେ ବ୍ୟାକଫୁଟକୁ ଯାଇଥିବା ବିଜେପି ସରକାର ନୂଆ ଅବକାରୀ ନୀତି ଲାଗୁ କରି ନିଜ ଇମେଜ୍ ସଫା କରିବାକୁ ଉଦ୍ୟମ କରିଛନ୍ତି । ନୂଆ ନୀତି ଅନୁସାରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବନି ।…

ପତଞ୍ଜଳିର ଶାକାହାରୀ ଟୁଥପେଷ୍ଟରେ ରହିଛି କି ଆମିଷ ତତ୍ବ, ଜାଣନ୍ତୁ…

ନୂଆଦିଲ୍ଲୀ: ପୁଣି ଅଡୁଆରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି।ପତଞ୍ଜଳିର 'ଦିବ୍ୟ ଦନ୍ତ ମଞ୍ଜନ'କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି ଯେ ଏହି ପ୍ରଡକ୍ଟରେ ନନ୍ ଭେଜ୍ ତତ୍ବ ଅଛି। ଆଡଭୋକେଟ୍ ଯତୁନ୍ ଶର୍ମା ଅଭିଯୋଗ କରିଛନ୍ତି ଯେ…

ହରିଦାସପୁର- ପାରାଦ୍ବୀପ ଦ୍ଵିତୀୟ ରେଳ ଲାଇନ ପାଇଁ ବୈଜୟନ୍ତଙ୍କ ପ୍ରସ୍ତାବ

ଭୁବନେଶ୍ୱର: ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍‌ ପାଇଁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରସ୍ତାବ l ଏନେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବୈଜୟନ୍ତ l ବୈଜୟନ୍ତଙ୍କ ଉଦ୍ୟମରେ ହରିଦାସପୁର-ପାରାଦୀପ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ହୋଇଥିଲା l ଦୀର୍ଘବର୍ଷରୁ…

କୋଲକତା ଦୁଷ୍କର୍ମ-ହତ୍ୟା ମାମଲା; ଅଭିଯୁକ୍ତ ସଞ୍ଜୟକୁ ରୁଚୁନି ଜେଲର ଖାଦ୍ୟ, ଅର୍ଡର କଲା ଏହି ଖାଇବା

କୋଲକତା: କୋଲକତା ଆର.ଜି କର ନମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ବର୍ତ୍ତମାନ କୋଲକାତାର ପ୍ରେସିଡେନ୍ସି ସୁଧାର ଗୃହରେ ଅଛି । ସେ ଜେଲରେ ରୁଟି ଏବଂ ତରକାରୀ ଖାଇବାକୁ ମନା କରି ଦେଇଛି ଏହା ବଦଳରେ ଅଭିଯୁକ୍ତ ସଞ୍ଜୟ ଅଣ୍ଡା…