ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ
ବାରିପଦା: ଭିଜିଲାନ୍ସ ଜାଲରେ ଟାଉନ ଥାନା ଏଏସଆଇ l ୬ ହଜାର ଲାଞ୍ଚ ନେଇ ଧରାପଡିଲେ ଏଏସଆଇ ରାମଚନ୍ଦ୍ର ସୋରେନ୍ l ବାରୁଣିରୋଡ୍ ସ୍ଥିତ ଭଡ଼ାଘରେ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏଏସଆଇ l ଏକ ମାମଲାରୁ ନାଁ କାଟିବାକୁ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ ଏଏସଆଇ ରାମଚନ୍ଦ୍ର ସୋରେନ୍ l…