ଇମ୍ପାକ୍ଟ ପ୍ଲେୟାର ଓ ୨ ବାଉନ୍ସର ନିୟମ ନେଇ ଆଲୋଚନା କରିବ ବିସିସିଆଇ
ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଇମ୍ପାକ୍ଟ ପ୍ଲେୟାର ଓ ଗୋଟିଏ ଓଭରରେ ୨ଟି ବାଉନ୍ସର ନିୟମ ଲାଗୁ କରିବା ଉପରେ ରିଭ୍ୟୁ କରିବାକୁ ଯାଉଛି । ଏହି ଦୁଇ ନିୟମ ଆଇପିଏଲ ଓ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ ହୋଇଥିଲା । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ଏହି ନିୟମର ବ୍ୟବହାର ହେଉ…