Latest Odisha News

BREAKING NEWS

Yearly Archives

2024

ପାରାଦୀପ ବନ୍ଦରରେ ୩ ଘାନା ନାଗରିକ, କରୁଥିଲେ କି ଅନୁପ୍ରବେଶ?

ପାରାଦୀପ: ପାରାଦୀପ ବନ୍ଦରରୁ ଠାବ ହେଲେ ୩ ଘାନା ନାଗରିକ । ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା କୋଇଲା ବୋଝେଇ ଜାହାଜରେ ୩ ଘାନା ନାଗରିକକୁ ଠାବ କରିଛନ୍ତି କର୍ତ୍ତୃପକ୍ଷ । ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା । କେଉଁ ଉଦ୍ଦେଶ୍ୟ ଓ କେଉଁ ପରିସ୍ଥିତିରେ ସେମାନେ ଭାରତ ମଧ୍ୟକୁ ପ୍ରବେଶ…

ବାର୍ଡ ଫ୍ଲୁ ଆତଙ୍କ: ସମସ୍ତ କୁକୁଡ଼ା ଦୋକାନୀଙ୍କୁ ସତର୍କକଲା ବିଏମ୍‌ସି

ଭୁବନେଶ୍ବର: ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ଏନେଇ ସମସ୍ତ କୁକୁଡ଼ା ମାଂସ ଦୋକାନୀମାନଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସତର୍କ କରାଇଛି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) । ରାଜଧାନୀର ଆଖପାଖ ଅଞ୍ଚଳରେ ଏହି ଭୂତାଣୁ ସଂକ୍ରମିତ ହେଉଥିବାରୁ ଉକ୍ତ ଅଞ୍ଚଳରୁ କୁକୁଡ଼ା ନ…

ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଇଓ ସୀତାରାମ ପାତ୍ରଙ୍କ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ସୀତାରାମଙ୍କ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ ସହ,…

କେଉଁ କାରଣରୁ ଜୀବନ ହାରିଲେ ହାବିଲଦାର?

କଟକ: କଟକ ଓଏମପି ବାରାକରେ ଜଣେ ହାବିଲଦାରଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ୬ ନମ୍ବର ବାଟାଲିଅନର ବାରାକରେ ବେକରେ ଗାମୁଛା ଲାଗି ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ହାବିଲଦାର ଜଣକ ହେଲେ ତ୍ରିଲୋଚନ…

୩ଟି ଲ୍ୟାଣ୍ଡମାଇନ ଠାବ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜପୁର ଜିଲ୍ଲାର ପେଦ୍ଦଗେଲୁର ଅଞ୍ଚଳରେ ବିସ୍ଫୋରଣ ପୂର୍ବରୁ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଖବର ମୁତାବକ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଲ୍ୟାଣ୍ଡ…

ସେପ୍ଟେମ୍ବରରେ ଏହି ତିନି ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ତିନି ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ବର୍ତ୍ତମାନ ସପ୍ତଦଶ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ବର ୨ ତାରିଖ, ୯ ତାରିଖରେ ନୂଆଖାଇ ପରିପ୍ରେକ୍ଷୀରେ ସ୍ଵତନ୍ତ୍ର ସରକାରୀ ଛୁଟି ଓ…

ଆକ୍ସନ ମୋଡରେ ଅବକାରୀ ବିଭାଗ; ୧୧ ଦିନରେ ଜବତ ହେଲାଣି ଏହି ପରିମାଣର ବେଆଇନ ମଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ମଦ କାରବାର ଉପରେ ଚଢ଼ାଉ ଜାରି ରହିଛି । ଏହା ମଧ୍ୟରେ ଅବକାରୀ ବିଭାଗର ବିଭିନ୍ନ ଟିମ୍ ସାରା ରାଜ୍ୟରେ ଚଢ଼ାଉ କରିବା ସହିତ ବେଆଇନ ମଦ, ମଦ ପ୍ରସ୍ତୁତି ସାମଗ୍ରୀଗୁଡ଼ିକ ଜବତ ହୋଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର…

ଆସିଲା ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତ

ଭୁବନେଶ୍ୱର: ଆସିଲା ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି । ୨୦୨୪ ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ଅବକାରୀ ନୀତି ଲାଗୁ ହେବ । ଯାହା ଆସନ୍ତା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ…

ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ : ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସେ ୪୦ କିିମି ଅସ୍ମିତା ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି । ହରିୟାଣାର ସୋନପତରେ ଆୟୋଜିତ ନର୍ଥ ଜୋନ ରୋଡ ଇଭେଂଟରେ ସେ ଏହି ସଫଳତା ହାସଲ କରିଛନ୍ତି । ଏହା ତାଙ୍କର ଖେଲୋ…

ରାଜ୍ୟରେ ଅପରାଧ ଓ ଆଇନ ଶୃଙ୍ଖଳାକୁ ନେଇ ଶ୍ୱେତ ପତ୍ର ଜାରି କଲା ଗୃହ ବିଭାଗ

ଭୁବନେଶ୍ବର: ଆଜି ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ ହୋଇଛି । ଏହି ଶ୍ବେତପତ୍ରରେ ରାଜ୍ୟରେ ଅପରାଧ ଆଇନ ଶୃଙ୍ଖଳା ନେଇ ତଥ୍ୟ ଦିଆଯାଇଛି । ଏଥିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଗତବର୍ଷ ଅର୍ଥାତ ୨୦୨୩ ରେ ୨ ହଜାର ୮୨୬ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ।…