Latest Odisha News
Yearly Archives

2024

ଧନୀ ତାଲିକାର ଶୀର୍ଷରେ ଗୌତମ ଆଦାନୀ

ନୂଆଦିଲ୍ଲୀ: ପୋର୍ଟ, ବିମାନବନ୍ଦର, ସିମେଣ୍ଟ ଏବଂ ସବୁଜ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପପତି ଗୌତମ ଆଦାନୀ ବର୍ତ୍ତମାନ ଏସିଆ ଏବଂ ଦେଶର ସବୁଠାରୁ ଧନୀ ବ୍ୟକ୍ତି ବନିଛନ୍ତି। ଦୀର୍ଘ ଦିନ ଧରି ନମ୍ବର ୧ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ। ହୁରୁନ୍…

‘ମୁଁ ବନ୍ଧୁକ ଓ ଦୁଷ୍କର୍ମର ଧମକରେ ଡରିବା ବାଲା ଝିଅ ନୁହଁ’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ସେ ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ ସିଂ ମାନଙ୍କ ଦୁଷ୍କର୍ମ ମନ୍ତବ୍ୟରେ ପୁଣି ଥରେ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, 'ଆଜି ମୋତ…

ଆସନ୍ତାକାଲି ବନ୍ଦ ରହିବ କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର

କୋରାପୁଟ: କାଲି କୋରାପୁଟ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ବର୍ଷା ପାଇଁ ରେଡ୍‌ ୱାର୍ଣ୍ଣିଂ ଥିବାରୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଏଥିସହ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବର୍ଷା ବେଳେ ଘରୁ ନବାହାରିବା ସହ…

ଓଡ଼ିଶା ଫେରିଲେ ସ୍ୱୀକୃତି ମହାପାତ୍ର, ୱାୟନାଡ଼ ଭୂସ୍ଖଳନରେ ହୋଇଥିଲେ ଆହତ

ଭୁବନେଶ୍ଵର: ଓଡ଼ିଶା ଫେରିଲେ ୱାୟନାଡ଼ ଭୂସ୍ଖଳନରେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର । ସୁସ୍ଥ ହେବା ପରେ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଲେ ସ୍ୱୀକୃତି । କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ୪ ଓଡ଼ିଆ ଫସିଥିଲେ । ଡା. ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ…

ବାଜୀଗର ସୀକ୍ୱେଲ କରିବା ନେଇ ଆଗ୍ରହ ପ୍ରକାଶ କଲେ ରତନ ଜୈନ

ମୁମ୍ବାଇ: ବଲିଉଡରେ ସୀକ୍ୱେଲର ଟ୍ରେଣ୍ଡ ଚାଲିଛି । ସୁପରଷ୍ଟାର ଶାହାରୁଖ ଖାଁଙ୍କ କେତେକ ବ୍ଲକବଷ୍ଟର ଫିଲ୍ମର ସୀକ୍ୱେଲ ନେଇ ପ୍ରଶଂସକମାନେ କେବେଠାରୁ ଦାବୀ କରି ଆସୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଭେନସ ପ୍ରଡକ୍ସନର ରତନ ଜୈନ ବାଜୀଗର ଓ ବାଦଶାହର ସୀକ୍ୱେଲ କରିବା ନେଇ…

କାଲିଠୁ ଭୁବନେଶ୍ୱରରୁ ବାଗଡୋଗ୍ରା ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଅଗଷ୍ଟ ୩୦ରେ ଦକ୍ଷିଣ ବଙ୍ଗଳାର ଅଣ୍ଡାଲରେ ରହିବା ସହିତ ବାଗଡୋଗ୍ରା ଏବଂ ଭୁବନେଶ୍ୱର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ର ସୂଚନା ଅନୁଯାୟୀ, ଏହି ବିମାନଗୁଡ଼ିକ ସପ୍ତାହରେ ଚାରି ଦିନ ଯଥା ସୋମବାର,…

କୋଲକାତା ଲଜ୍ଜା: ସାମ୍ନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ଅଡିଓ

କୋଲକାତା: କୋଲକାତା ଲଜ୍ଜା ଘଟଣାରେ ସାମ୍ନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ଅଡିଓ । ସାମ୍ନାକୁ ଆସିଲା ଅଭୟାଙ୍କ ବାପା, ମାଙ୍କୁ ହସ୍ପିଟାଲରୁ ଯାଇଥିବା ପ୍ରଥମ କଲ୍‌ ରେକର୍ଡ । ଅଭୟାଙ୍କ ବାପା, ମାଙ୍କୁ ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କ କଲ୍‌ ଯାଇଥିବା ନେଇ ସୂଚନା ମିଳିଛି । ଝିଅ ଦେହ ବହୁତ…

ଭୁବନେଶ୍ବରରେ ବନ୍ଦ ଘରେ ଚାଲିଥିଲା ନରବଳି ଯୋଜନା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭଡ଼ା ଘରେ କବାଟ କିଳି ଚାଲିଥିଲା ଗୁଣି ଗାରେଡି ଓ ତନ୍ତ୍ର ସାଧନା । ଘର ଭିତରୁ ମିଳିଛି ହାଡ କଙ୍କାଳ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ । ଘଟଣାସ୍ଥଳରୁ ତାନ୍ତ୍ରିକ ଜଣକ ଫେରାର ରହିଛି । ଖବରପାଇ କମିଶନରେଟ୍…

ଏଣିକି ଆଧାର କାର୍ଡ ଦ୍ୱାରା ପ୍ରାର୍ଥୀଙ୍କ ଚିହ୍ନଟ କରିବ ୟୁପିଏସସି

ନୂଆଦିଲ୍ଲୀ: ୟୁପିଏସସି ବର୍ତ୍ତମାନ ଆଧାର କାର୍ଡ ଦ୍ୱାରା ପ୍ରାର୍ଥୀ ଚିହ୍ନଟ କରିବ। ଏହି ସିଷ୍ଟମ୍ UPSC ର ବିଭିନ୍ନ ପରୀକ୍ଷାରେ ପ୍ରଯୁଜ୍ୟ ହେବ । ପ୍ରାରମ୍ଭରେ ଏହି ବ୍ୟବସ୍ଥା ସ୍ୱେଚ୍ଛାକୃତ ହେବ। ଏନେଇ ବୁଧବାର ଦିନ କାର୍ମିକ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ,…

ଖରାପ ଟେକନିକ ଯୋଗୁ ଏହି ବ୍ୟାଟ୍ସମ୍ୟାନଙ୍କୁ ଦିଆଯାଇଥିଲା ବାଧ୍ୟତାମୂଳକ ଅବସର

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର ଯୁବ ଖେଳାଳି ୱିଲ ପୁକୋଭିସକଙ୍କୁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିଲା । ଏହା ଗ୍ରହଣୀୟ ହେଉ ନ ଥିଲେ ମଧ୍ୟ ସତ୍ୟ । କ୍ରିକେଟ ଇତିହାସର ଏହା ଏକ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଘଟଣା ଥିଲା । ୨୬ ବର୍ଷୀୟ ପୁକୋଭିସକ ଅଷ୍ଟ୍ରେଲିଆ ପକ୍ଷରୁ ଗୋଟିଏ ଟେଷ୍ଟ…