Latest Odisha News
Yearly Archives

2024

ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି କ୍ଷୟକ୍ଷତି ଘଟଣା: ତଦନ୍ତ କରିବ ଯୁଗ୍ମ କମିଟି

ନୂଆଦିଲ୍ଲୀ: ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି କ୍ଷୟକ୍ଷତି ଘଟଣା । ତଦନ୍ତ କରିବ ଯୁଗ୍ମ କମିଟି । ଭାରତୀୟ ନୌସେନାର ନେତୃତ୍ୱରେ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି । ଏହି…

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଲେ ଧର୍ମଶାଳା ବିଧାୟକ

ଭୁବନେଶ୍ୱର: ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଛନ୍ତି  ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏନେଇ ସେ ଲିଖିତ ଭାବେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଛନ୍ତି। ତାଙ୍କୁ ଖୁବଶୀଘ୍ର ସୁରକ୍ଷା ମିଳିବ ବୋଲି ସେ ଆଶାବାଦୀ। ବିଧାୟକ ଦାବି କରିଛନ୍ତି…

ହରିୟାଣା ନିର୍ବାଚନ ତାତି: ବିଜେପିର ସ୍ବତନ୍ତ୍ର ରଣନୀତି

ଚଣ୍ଡିଗଡ: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ସରଗରମ ହୋଇଛି ରାଜନୈତିକ ବାତାବରଣ । ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବାରେ ଲାଗି ପଡିଛନ୍ତି ବିଭିନ୍ନ ଦଳ । ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ଶାସକ ବିଜେପି ଏଥର ନିର୍ବାଚନରେ ସଂପୂର୍ଣ୍ଣ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ…

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯କୁ ଛୁଟି ଘୋଷଣା କଲେ ରାଜ୍ଯ ସରକାର

ଭୁବନେଶ୍ୱର: ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂଚନାଯୋଗ୍ୟ, ନୂଆଖାଇ ସେପ୍ଟେମ୍ବର ୮ ତାରିଖରେ ପଡୁଛି। ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ…

ଯୁବପିଢିଙ୍କୁ ପ୍ରେରଣା ଦେବ ବାୟୁସେନାର କମିକ୍ ବୁକ୍ 

ନୂଆଦିଲ୍ଲୀ: କିଶୋର ଓ ଯୁବକମାନଙ୍କୁ ପ୍ରେରଣା ଯୋଗାଇବାକୁ ଅଭିନବ ପ୍ରୟାସ କରିଛି ଭାରତୀୟ ବାୟୁସେନା -ଆଇଏଏଫ । ଏଥିପାଇଁ ଏକ କମିକ ବୁକ୍ ପ୍ରକାଶ କରିଛି ଭାରତୀୟ ବାୟୁସେନା । କମିକ ବୁକ୍‌ରେ ରହିଛି ଭାରତୀୟ ବାୟୁସେନାର ଶୌର୍ଯ୍ୟ ଗାଥା । ବାୟୁବୀରଙ୍କ ଅପୂର୍ବ ସାହସ ଓ ବୀରତାର କଥା ମଧ୍ୟ…

ସେପ୍ଟେମ୍ବରରେ ଭାରତ ଆସିବେ ଆବୁଧାବିର କ୍ରାଉନ୍ ପ୍ରିନ୍ସ

ନୂଆଦିଲ୍ଲୀ: ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ ନାହିନ୍ ଆସନ୍ତା ମାସ ତଥା ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ସେପ୍ଟେମ୍ବର ୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ…

ବରପଦା କଲେଜ ମାମଲା: ଅଧ୍ୟକ୍ଷଙ୍କୁ ବହିଷ୍କାର ଦାବିରେ କର୍ମଚାରୀଙ୍କ ଧାରଣା

ଭଦ୍ରକ: ପୁଣି କଲେଜରେ ଦେଖାଦେଇଛି କର୍ମଚାରୀ ଅଶାନ୍ତି । ଅଧ୍ୟକ୍ଷଙ୍କୁ ବହିଷ୍କାର ଦାବି କରି କଲେଜ ଗେଟ୍ ଆଗରେ ଧାରଣାରେ ବସି ରହିଛନ୍ତି ବହୁ ଚର୍ଚ୍ଚିତ ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ । କଲେଜ ଅଧ୍ୟକ୍ଷଙ୍କୁ ଅନୁଷ୍ଠାନରୁ ତୁରନ୍ତ ବହିଷ୍କାର କରିବା ସହ ପୁରୁଣା ମାମଲାରେ…

ଜାତୀୟ କ୍ରୀଡ଼ା ଦିବସ: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ଭାରତରେ ଆଜି ପାଳିତ ହେଉଛି ‘ଜାତୀୟ କ୍ରୀଡା ଦିବସ’। ଭାରତୀୟ ହକିର ଜନ୍ମଦାତା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ଭାରତରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ହକିକୁ ଗୋଟିଏ ନୂଆ ସ୍ତରକୁ ନେବାରେ ଧ୍ୟାନଚାନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।…

ଅନୁଗୋଳରେ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଲୋକସେବା ଭବନ ଠାରେ ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ…