Latest Odisha News

BREAKING NEWS

Yearly Archives

2024

ମମତାଙ୍କ ବୟାନ ଝଡ଼… ଓଡିଶାରେ ତାତି

ଭୁବନେଶ୍ବର: କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବଢୁଛି ଆକ୍ରୋଶ । ପଶ୍ଚିମବଙ୍ଗରେ ବିଜେପି ମମତା ସରକାରକୁ କାଠଗଡାକୁ ଟାଣିଛି । ବିରୋଧ, ବିକ୍ଷୋଭ ହିଂସାତ୍ମକ ରୂପ ନେଲାଣି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବନ୍ଦ ପାଳନ କରିଥିଲା ବିଜେପି…

ଏକାଠି ଶୋଇଥିଲେ ଦୁଇ ସାଙ୍ଗ, ସକାଳୁ ଚାଲିଗଲା ଜଣେ ସାଙ୍ଗର ଜୀବନ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମହିଳାଙ୍କୁ ରାତାରାତି ହତ୍ୟା କରାଯାଇଛି। ଘଟଣା ସମୟରେ ମହିଳା ଜଣଙ୍କ ଐଶ୍ୱର୍ଯ୍ୟା ନାମକ ଜଣେ ସାଙ୍ଗଙ୍କ ସହ ଶୋଇଥିଲେ। ବନ୍ଧୁଙ୍କ ସହ ଏତେ ନିକଟରେ ଶୋଇଥିଲେ ମଧ୍ୟ କିପରି ଆଉଜଣେ ସାଙ୍ଗର ମୃତ୍ୟୁ ଘଟିଲା…

ବ୍ରିଜ ଭୂଷଣଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ବଡ଼ ଝଟ୍‌କା ମିଳିଛି । ମହିଳା ରେସଲର୍‌ଙ୍କ ଦ୍ୱାରା ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ମାମଲାକୁ ରଦ୍ଦ କରିବା ପାଇଁ ସେ କରିଥିବା…

‘ମମତା ହେଉଛନ୍ତି କିମ୍ ଜୋଙ୍ଗ ଉନ୍’

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ଭାଷାକୁ ନେଇ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ମମତା ଯେଉଁଭଳି ଭାବରେ ବିବୃତ୍ତି ଦେଇଛନ୍ତି, ଏହି ଭାଷା ଗଣତାନ୍ତ୍ରିକ ବ୍ୟକ୍ତିଙ୍କ ଭାଷା ହୋଇପାରିବ ନାହିଁ । ସେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ…

ଖୁସି ଖବର: ମା ହେଲା ସିଂହୀ ବିଜଲୀ

କଟକ: ଖୁସି ପରେ ଖୁସି l ପୁଣି ନନ୍ଦନକାନନରୁ ଆସିଲା ଖୁସି ଖବର l ମା ହେଲା ସିଂହୀ ବିଜଲୀ। ଆଜି ସିଂହୀ ବିଜଲୀ ୫ଟି ସାବକ ଜନ୍ମ ଦେଇଥିବା ସୂଚନା ମିଳିଛି l ବିଜଲୀ ୫ଟି ସାବକ ଜନ୍ମ ହେବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୬କୁ ବୃଦ୍ଧି ଘଟିଛି । ଉଭୟ ମା ଓ ଶାବକ ପ୍ରାଣୀ ଉଦ୍ୟାନ…

ଚିନ୍ତା ବଢାଇଲା ରିପୋର୍ଟ; ଦେଶରେ ଜନସଂଖ୍ୟା ବୃଦ୍ଧିଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧିଠାରୁ ଦେଶରେ ଛାତ୍ର ଆତ୍ମହତ୍ୟା ହାର ଅଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି। ଗତ ୨୦ବର୍ଷ ମଧ୍ୟରେ ଛାତ୍ର ଆତ୍ମହତ୍ୟା ମାମଲା ବାର୍ଷିକ ୪ ପ୍ରତିଶତ ହାରରେ ବୃଦ୍ଧି…

ମଣିଷକୁ ହୋଇନି ବାର୍ଡ ଫ୍ଲୁ ସଂକ୍ରମଣ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ମଣିଷକୁ ହୋଇନି ବାର୍ଡ ଫ୍ଲୁ ସଂକ୍ରମଣ l ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ l ଗତକାଲି ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା ତାହା ନେଗେଟିଭ ଆସିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ l ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି l…

ବର୍ଷାରେ ବେହାଲ ଗୁଜୁରାଟ: ଛାତରେ ଶୋଇଲା କୁମ୍ଭୀର

ଗୁଜୁରାଟ: ରାଜ୍ୟ ନୁହେଁ ଏବେ ଦେଶରେ ବି ବିତ୍ପାତ ମଚାଇଛି ବର୍ଷା । କେଉଁଠି ବର୍ଷାରେ ରାସ୍ତା, ନାଳ ଏକାକାର ତ ଆଉ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଦିଲ୍ଲୀ ଏନସିଆର ଆଉ ଗୁଜୁରାଟ କଥା କହିଲେ ନସରେ । ଗୁଜୁରାଟରେ ତ ବନ୍ୟା ପରିସ୍ଥିତି ଦେଖାଦେଇଛି । ଘର, ରାସ୍ତା, ସୋସାଇଟି ସବୁ…

ଦିଲ୍ଲୀ ହାଇକୋର୍ଟରୁ ପୂଜା ଖେଡକରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ ଟ୍ରେନି ଅଫିସର ପୂଜା ଖେଡକରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ପୂଜା ଖେଡକରଙ୍କ ଗିରଫଦାରୀକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହାପୂର୍ବରୁ ମଧ୍ୟ ଖେଡକରଙ୍କ ଗିରଫଦାରୀକୁ ଅଗଷ୍ଟ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏକ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର l ଲଘୁଚାପ ଫଳରେ ଆସନ୍ତା ସେପ୍ଟେମ୍ବର ୧ ଯାଏଁ ପ୍ରବଳ ବର୍ଷା ହେବ ନେଇ ସମ୍ଭାବନା ରହିଛି l ସେପଟେ ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ l ମାଲକାନଗିରି, କୋରାପୁଟ, ଗଜପତି…