Latest Odisha News

BREAKING NEWS

Yearly Archives

2024

୫ ବର୍ଷରେ ଉତ୍ତୋଳନ ହେଇଛି ୧୭୫ କେଜି ରତ୍ନପଥର

ଭୁବନେଶ୍ବର: ଓଡିଶା ମାଟିରୁ ଉତ୍ତୋଳନ ହେଇଛି ୧୫୭ କିଲୋଗ୍ରାମ ରତ୍ନପଥର । ଗତ ୫ ବର୍ଷରେ ୧୫୭ କେଜି ରତ୍ନପଥର ଉତ୍ତୋଳନ ହୋଇଛି । ରାଜ୍ୟରେ ୩ଟି ରତ୍ନପଥର ଖଣି କାର୍ଯ୍ୟକ୍ଷମ ରହିଛି ସେଥିରୁ ଖଣି ଉତ୍ତୋଳନ ହେଉଛି । ୮ଟି ରତ୍ନପଥର ଖଣି ସ୍ଥାନ ଉତ୍ତୋଳନ ଅନୁମତି ନଥିବାରୁ ସେଠାରୁ ଖଣି…

ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର କମ୍ପନ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରହିଥିଲା। ପୃଥିବୀ ପୃଷ୍ଠଠାରୁ ୨୫୫ କିଲୋମିଟର ଗଭୀରରେ ଏହି ଭୂକମ୍ପ ରେକର୍ଡ କରାଯାଇଛି। ଆଫଗାନିସ୍ତାନ ସମୟ…

ବିଜ୍ଞାପନରେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ୧୫ କୋଟି

ଭୁବନେଶ୍ବର: ନିର୍ବାଚନ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ପୂର୍ବ ସରକାର । ଆଜି ଗୃହରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଏମିତି କିଛି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ…

ଆପାର୍ଟମେଣ୍ଟ ଭାଙ୍ଗିବା ପ୍ରସଙ୍ଗରେ କାହିଁକି ଏମିତି କହିଲେ ମେୟର?

ଭୁବନେଶ୍ବର: ଭୁବନେଶ୍ବରରେ ୧୯୧ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବା ପ୍ରସଙ୍ଗ ଉଠିବା ପରେ ଏବେ ଏହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା । ସତରେ କ’ଣ ନୂଆ ସରକାର ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିପାରିବେ? ଯଦି ଭାଙ୍ଗିବେ ସେଠିକା ବାସିନ୍ଦା ଯିବେ କୁଆଡେ? ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବେ…

ଏଥର ଆଇପିଏଲରେ କିଏ ହେବ ଦାମୀ ଖେଳାଳି

ମୁମ୍ବାଇ: ଆଇପିଏଲ ୨୦୨୫ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ । ଯେତେଦୂର ସମ୍ଭବ ଏହା ଡିସେମ୍ବରରେ ଆୟୋଜିତ ହେବ । ପ୍ରାୟ ସମସ୍ତ ଫ୍ରାଂଚାଇଜର ଏକ ଶକ୍ତିଶାଳୀ ଟିମ ଗଠନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ମିଚେଲ ଷ୍ଟାର୍କଙ୍କ ଦାମୀ ଖେଳାଳି ହେବା ରେକର୍ଡ ଏଥର ଭାଙ୍ଗିବା ଏକପ୍ରକାର…

ଗିରଫ ହେଲେ ସିଏଚଏସଇ ରେକର୍ଡ ସପ୍ଲାୟର୍

ଭୁବନେଶ୍ବର: ଗିରଫ ହୋଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁରେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଗତକାଲି ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ତଥା ଭିଜିଲାନ୍ସର ଏକ ଟିମ୍ ପୁରେନ୍ଦ୍ରଙ୍କ…

ଆଗାମୀ ୫ ଦିନ ଯାଏଁ ବନ୍ଦ ରହିବ ପାସପୋର୍ଟ ପୋର୍ଟାଲ

ନୂଆଦିଲ୍ଲୀ: ଆଗାମୀ ୫ ଦିନ ପାଇଁ ଅନଲାଇନ୍ ପାସପୋର୍ଟ ପୋର୍ଟାଲରେ କୌଣସି କାର୍ଯ୍ୟ ହେବ ନାହିଁ। ପାସପୋର୍ଟ ସେବା ପୋର୍ଟାଲର ସୂଚନା ଅନୁଯାୟୀ, ବୈଷୟିକ ମେଣ୍ଟେନାସ୍ ପାଇଁ ଅଗଷ୍ଟ ୨୯ ତାରିଖ ରାତି ୮ଟାରୁ ସେପ୍ଟେମ୍ବର ୨ ତାରିଖ ସକାଳ ୬ ଯାଏଁ ପୋର୍ଟାଲ ସମ୍ପୂର୍ଣ୍ଣ ବନ୍ଦ ରହିବ। ଫଳରେ ଏହି…

ପଟ୍ଟା ଦେଇ ଛାଡିଦେଇଛନ୍ତି ପୂର୍ବ ସରକାର, ଜମି ଦେବେ ନୂଆ ସରକାର

ଭୁବନେଶ୍ବର: ପୂର୍ବ ସରକାର ଲୋକଙ୍କୁ ଖାଲି ପଟ୍ଟା ବାଣ୍ଟି ଛାଡିଦେଇଛନ୍ତି । ହେଲେ ଆଜି ଯାଏ ସେମାନେ ଜମି ପାଇନାହାନ୍ତି । ଆଜି ଗୃହରେ କିଛି ଏମିତି ମନ୍ତବ୍ୟ ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଯେଉଁମାନଙ୍କୁ ପଟ୍ଟା ମିଳିଛି ତାଙ୍କୁ…

ମମତାଙ୍କ ମନ୍ତବ୍ୟକୁ ନେଇ ତାତିଲା ରାଜନୀତି: କିଛି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ..

ଭୁବନେଶ୍ବର: ମୋଦିଙ୍କୁ ମମତାଙ୍କ ଖୋଲା ଧମକକୁ ନେଇ ଏବେ ତାତିଛି ରାଜନୀତି । ବିଭିନ୍ନ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏବେ ମମତାଙ୍କୁ ବି ପାଲଟା ଚେତାବନୀ ଦେଇଛନ୍ତି । ମମତାଙ୍କୁ ଧମକ ଦେବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ…

ପ୍ରବଳ ବର୍ଷିବ: ୩ ଘଣ୍ଟା ପାଇଁ ଭୁବନେଶ୍ବରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ପାଇଁ ରାଜଧାନୀକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ । ଏଥିସହିତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ନେଇ ସତର୍କ ଜାରି କରିଛି ବିଭାଗ । ସେପଟେ ଆଜି…