Latest Odisha News

BREAKING NEWS

Yearly Archives

2024

ଫେଲ୍ ମାରିଲା ଚାଲ୍; ସେନାଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

କୁପଓ୍ବାଡା: ଫେଲ୍ ମାରିଲା ଆତଙ୍କୀକ ପ୍ଲାନ୍ । ୩ ଆତଙ୍କବାଦୀଙ୍କୁ ମାରି ଗଡାଇଲେ ସେନା । ଜାମ୍ମୁ-କାଶ୍ମୀର ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା କଥା ସେନା…

ଅବକାରୀ ବିଭାଗର ବଡ଼ ଡ୍ରାଇଭ୍, ସାଲିଆସାହିରେ ପୁଣି ଚାଲିଲା ବୁଲ୍‌ଡୋଜର

ଭୁବନେଶ୍ବର: ପୁଣି ରାଜଧାନୀର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗର ବଡ଼ ଡ୍ରାଇଭ୍। ସାଲିଆ ସାହିରେ ଦୀର୍ଘଦିନ ହେଲା ଚୋରା ଦେଶୀ ମଦ ବ୍ୟବସାୟ ଚଳାଉଥିବା ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଦେଶୀ ମଦର ଆଡ୍ଡାସ୍ଥଳୀକୁ ଜେସିବି ଲଗାଇ…

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ, ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା

ଭୁବନେଶ୍ୱର: ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଘଟିଛି ଏହି ନାରକୀୟ କାଣ୍ଡ। ମୃତକ ଜଗା ମଲ୍ଲିକ ବୋଲି ଜଣାପଡିଛି। ଏ ନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ…

୩ ଘଣ୍ଟା ସତର୍କ ରୁହନ୍ତୁ! ବଜ୍ରପାତ ଓ ବର୍ଷା ହେବା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିଲାଗି ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଫଳରେ ଗତ କିଛି ଦିନ ହେବ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଆଗାମୀ ୩ ଘଣ୍ଟା…

ଅଜଣା ଗାଡ଼ି ଧକ୍କାରେ ୧୬ ଗୋରୁ ମୃତ, ୪ ଗୁରୁତର

କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କାରେ ୧୬ ଗୋରୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଥିବା ଖବର ଆସିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପରଜଙ୍ଗ ଥାନା ଏନଏଚ୍ ୫୩ ବାରିହାପୁର ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ କିଛି ଗୋରୁ ଶୋଇଥିବାବେଳେ ଦ୍ରୁତ ଗତି ଯାଉଥିବା ଏକ…

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର : ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଗାମୀ ଦୁଇ ଦିନରେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଆଡ଼େ ମୁହାଁଇବ। ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ…

ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି, ୨୯ ଜଣଙ୍କ ମୃତ୍ୟୁ

ଗାନ୍ଧୀନଗର: ଗୁଜରାଟରେ ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଗତ ଦୁଇଦିନ ମଧ୍ୟରେ ୨ ଦିନରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ୧୮ ହଜାର ସୁରକ୍ଷିତ ଉଦ୍ଧାର। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଗତ…

ବଢିଲା ନିଲମ୍ବିତ ଆଇପିଏସ ରାଜେଶ ପଣ୍ଡିତଙ୍କ ଅଡୁଆ

ଭୁବନେଶ୍ଵର: ବଢିଲା ନିଲମ୍ବିତ ଆଇପିଏସ ରାଜେଶ ପଣ୍ଡିତଙ୍କ ଅଡୁଆ । ତାଙ୍କ ବିରୋଦ୍ଧରେ ହୋଇଥିବା ଅଭିଯୋଗର ଜବାବ ଦେବାକୁ ୩୦ ଦିନର ମହଲତ ଦିଆଯାଇଛି । ଯେଉଁ ଅଭିଯୋଗକୁ ସ୍ବୀକାର କରି ନାହାନ୍ତି ତାହାର ତଦନ୍ତ ହେବ । ଯଦି ଧାର୍ଯ୍ୟ ସମୟରେ ଜବାବ ନ ଦିଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଚେତାବନୀ…

ବହୁତ ହୋଇଗଲା… 

ନୂଆଦିଲ୍ଲୀ: ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୋରଦାର ହୋଇଛି ରାଜନୀତି । ବିଜେପି-ଟିଏମସି ମଧ୍ୟରେ ଆରମ୍ଭ ହୋଇଯାଇଛି ଆଉ ଏକ ପର୍ଯ୍ୟାୟ ବାକ୍‌ଯୁଦ୍ଧ । ଏଣେ ବିଜେପିର ୧୨ ଘଂଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଓ ଆରୋପ –ପ୍ରତ୍ୟାରୋପ । ଅନେକ ସ୍ଥାନରେ ବିଜେପି ତୃଣମୂଳ କଂଗ୍ରେସ…

ଏହି ରାଜ୍ୟରେ ମହିଳାଙ୍କ ବିବାହ ବୟସ ୧୮ରୁ ହେଲା ୨୧

ଶିମଲା: ହିମାଚଳ ପ୍ରଦେଶ ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାମାଜିକ ନ୍ୟାୟ ମନ୍ତ୍ରୀ ଧନୀ ରାମ ଶାଣ୍ଡିଲ ବାଲ୍ୟ ବିବାହ ନିଷେଧ ବିଧେୟକକୁ ଉପସ୍ଥାପିତ କରିଥିଲେ । ଆଗକୁ ୧୮ ବର୍ଷ ବଦଳରେ ବିବାହ ପାଇଁ ମହିଳାଙ୍କ ନ୍ୟୁନତମ ଆୟୁ ୨୧କୁ ବୃଦ୍ଧି…