Latest Odisha News

BREAKING NEWS

Yearly Archives

2024

ମହାରାଷ୍ଟ୍ରରୁ ସାତକୋଶିଆକୁ ଆସିବେ ୧୪ ବାଘ

ଭୁବନେଶ୍ୱର: ଅନୁଗୁଳର ସାତକୋଶିଆକୁ ଆସିବେ ନୂଆ ଅତିଥି। ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ଚଳାଇବାକୁ ସବୁଜ ସଂକେତ ମିଳିଛି। ଯାହା ଫଳରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ଆସିବେ ୧୪ ବାଘ। ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ NTCA ଅନୁମୋଦନ ଦେଇଥିବା ପିସିସିଏଫ୍…

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ସଜା

ଜୟପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ସଜା । ୨୦୨୨ ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ଘଟଣା ପାଇଁ ଦଣ୍ଡାଦେଶ ଶୁଣାଇଲେ ପକ୍ସୋ କୋର୍ଟ । ଦୋଷୀ ବାଲ୍ମିକୀ ମାର୍ଥାକୁ ଦଣ୍ଡାଦେଶ ଶୁଣାଇଲେ ଜୟପୁର ପକ୍ସୋ କୋର୍ଟ । ଆଜୀବନ କାରାଦଣ୍ଡ ସହ ପୀଡ଼ିତାଙ୍କୁ ୭ ଲକ୍ଷ…

ମଙ୍କିପକ୍ସ ଟେଷ୍ଟ ପାଇଁ ସ୍ବଦେଶୀ ଆରଟି-ପିସିଆର କିଟ୍ ବିକଶିତ କଲା ଭାରତ

ନୂଆଦିଲ୍ଲୀ: ମଙ୍କିପକ୍ସ ପାଇଁ ସ୍ୱଦେଶୀ ଆରଟି-ପିସିଆର କିଟ୍ ପ୍ରସ୍ତୁତ କରିଛି ଭାରତ। ଯାହାଫଳରେ ବିଦେଶରୁ କିଟ୍ ଅର୍ଡର କରିବାକୁ ଆଉ ପଡିବ ନାହିଁ। ଇଣ୍ଡିଆର ସିମେନ୍ସ ହେଲଥ କେୟାର ପ୍ରାଇଭେଟ ଲିମିଟେଡ୍ ଏହି କିଟ୍ ବିକଶିତ କରିଛି। ଏହି କିଟ୍ ସାହାଯ୍ୟରେ ଟେଷ୍ଟ ରିପୋର୍ଟ ମାତ୍ର ୪୦ ମିନିଟରେ…

ସିଏଚଏସଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ବେନାମୀ ପଟ୍ଟା

ଭୁବନେଶ୍ଵର: ସିଏଚଏସଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ବେନାମୀ ପଟ୍ଟା । ଯାଞ୍ଚ ବେଳେ ମିଳିଲା ପରିବାର ଲୋକଙ୍କ ନାଁରେ ନଥିବା ୧୬ଟି ଜମିର ପଟ୍ଟା । ବିଭିନ୍ନ ଲୋକଙ୍କ ନାଁରେ କିଣାଯାଇଥିବା ଜମି ପଟ୍ଟା ପାଇଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଚୀନରେ ହେବାକୁ ଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ବୁଧବାର ୧୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି । ହରମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଟିମର ୧୦ଜଣ ଖେଳାଳିଙ୍କୁ ସୁଯୋଗ ଦିଆ ଯାଇଥିବା ବେଳେ ୫ଜଣଙ୍କୁ…

୧୨ଟି ଶିଳ୍ପ ନୋଡ୍ /ସହରକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ସ୍ମାର୍ଟ ସିଟିର ଏକ ଭବ୍ୟ ଶୃଙ୍ଖଳା ସ୍ଥାପନ କରିବ ଶିଳ୍ପ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଜାତୀୟ ଶିଳ୍ପ କରିଡର ବିକାଶ…

ସରକାରଙ୍କ ନୂଆ ନିୟମ; ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ମିଳିବ ୮ ଲକ୍ଷ

ଲକ୍ଷ୍ନୌ: ଏଣିକି ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଉତ୍ତରପ୍ରଦେଶର ଯୋଗୀ ସରକାର ନୂଆ ସୋସିଆଲ ମିଡିଆ ନୀତି ଆପଣେଇଛନ୍ତି। ଏହି ନୀତି ଅନୁଯାୟୀ, ଯଦି ଆପଣଙ୍କ ଏକ୍ସ, ଫେସବୁକ୍, ୟୁଟ୍ୟୁବ୍ ସହିତ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଭଲ ଫଲୋଅର୍ସ ରହିଛି ତେବେ ଆପଣ ଏହା…

ଲକ୍ଷ୍ନୌ ଟିମର ମେଂଟର ହେଲେ ଜାହୀର

କୋଲକାତା: ଲକ୍ଷ୍ନୌ ସୁପର ଜ୍ୟାଂଟସ ଭାରତର ପୂର୍ବ ପେସ ବୋଲର ଜାହୀର ଖାଁଙ୍କୁ ମେଗା ନିଲାମ ପୂର୍ବରୁ ମେଂଟର କରିଛି । ୪୫ ବର୍ଷୀୟ ଜାହୀର ଏଥିସହ ୨ ବର୍ଷ ପରେ ଆଇପିଏଲକୁ ପ୍ରତ୍ୟାବର୍ତନ କରିବେ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଜଡିତ ଥିଲେ ।…

ଫିଟନେସ୍ ଓ ଟିମୱାର୍କର ସଂସ୍କୃତି ତିଆରି କରୁଛି ଟିପିଏସ୍ଓଡିଏଲ

ବ୍ରହ୍ମପୁର, ଅଗଷ୍ଟ: କର୍ମଚାରୀଙ୍କ ଉତ୍ତମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ସହ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପ୍ରୟାସ କରିଆସିଛି। କମ୍ପାନୀ ଦକ୍ଷିଣ ଓଡ଼ିଶାରେ ଏହାର…

ଲାଞ୍ଚ ନେଇ ବନ୍ଧାହେଲେ ଆରଆଇ ବାବୁ

ଜଗତସିଂହପୁର: ଲାଞ୍ଚ ନେଇ ବନ୍ଧାହେଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ଜମି ପଟା ମିଉଟେଶନ କରେଇଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବିଭୁଦତ୍ତ ସାହୁଙ୍କୁ ମାଡିବସିଥିଲା ଜଗତସିଂହପୁର ଭିଜିଲାନ୍ସ ଟିମ୍ । ସୂଚନା…