ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର
ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା, ପ୍ରାଣଘାତୀ ବୋମା ଏବଂ ପଶୁ ଶିକାରୀଙ୍କ ଜନ୍ତା (ଫାସ)ର ସନ୍ଧାନ କରିବାକୁ ପ୍ରଶିକ୍ଷଣପ୍ରାପ୍ତ କୁକୁର ପାଇଁ ଟେଣ୍ଡର ଆହ୍ବାନ କରିଛି ବନ ବିଭାଗ। ରାଜ୍ୟରେ ପ୍ରଥମଥର ପାଇଁ ବନବିଭାଗ ପକ୍ଷରୁ ଡଗ୍ ସ୍କ୍ବାଡର…