Latest Odisha News

BREAKING NEWS

Yearly Archives

2024

ସୋସିଆଲ ମିଡିଆରେ ‘ବ୍ରାହ୍ମଣ ଜିନ୍‌’ : ଗାଳି ଓ ତାଳି

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ସୃଷ୍ଟି ହୋଇଛି ଝଡ । ଝଡର କାରଣ ହେଉଛି ବ୍ରାହ୍ମଣ ଜିନ୍ ଶୀର୍ଷକ ଏକ ପୋଷ୍ଟ । ଜଣେ ମହିଳା ଉଦ୍ୟୋଗୀଙ୍କ ବ୍ରାହ୍ମଣ ଜିନ୍ ପୋଷ୍ଟ ସୃଷ୍ଟି କରିଛି ବିବାଦ ଓ ବିତର୍କ । ବେଙ୍ଗାଲୁରୁର ଏକ କଟେଂଟ୍ ମାର୍କେଟିଂ କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ…

୯ବର୍ଷ ପରେ ପାକିସ୍ତାନ ଯିବେ ମୋଦୀ, ଏସସିଓ ବୈଠକ ପାଇଁ ନିମନ୍ତ୍ରଣ ପଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୀର୍ଘ ୯ବର୍ଷ ପରେ ପାକିସ୍ତାନ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପାକିସ୍ତାନ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ…

ପାରାଅଲିମ୍ପିକ୍ସ : ଟୋକିଓ ସଫଳତା ଟପିବା ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ପରେ ଏବେ ପାରାଅଲିମ୍ପିକ୍ସ ନେଇ କ୍ରୀଡା ଜଗତରେ ଚର୍ଚ୍ଚା । ଅଗଷ୍ଟ ୨୮ରୁ ପ୍ୟାରିସରେ ଆରମ୍ଭ ହେବ ପାରାଅଲିମ୍ପିକ କ୍ରୀଡାର ସପ୍ତଦଶ ସଂସ୍କରଣ । ୧୭୦ ଦେଶର ପାରା ଆଥଲେଟମାନେ ପ୍ୟାରିସ ଅଲିମ୍ପିକ କ୍ରୀଡାରେ ଭାଗ ନେବେ ।  ଭାରତ ମଧ୍ୟ ଏଥର ପାରାଅଲିମ୍ପିକ କ୍ରୀଡାରେ…

ବି-ଟାଉନକୁ ଫେରିବେ କି ପ୍ରିୟଙ୍କା? 

ମୁମ୍ବାଇ: ଅଭିନେତା ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଭାରତରେ। ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ସେ ଭାରତ ଆସିଥିଲେ। ଏହି ଅଭିନେତାଙ୍କ ମୁମ୍ବାଇ ଗସ୍ତକୁ ନେଇ ଫ୍ୟାନ୍ସ ମାନେ କଳ୍ପନା ଜଳ୍ପନା କରୁଛନ୍ତି। ଏମିତିକି ପ୍ରିୟଙ୍କା କୁଆଡେ ବଲିଉଡ ଇଣ୍ଡଷ୍ଟ୍ରିକୁ…

ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ

ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ଜବତ ହେଲା ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ବେଳେ ଜବତ ହେଲା ସୁନା । ତେବେ ଏସବୁ ସୁନା କିଏ ଏବଂ କୁଆଡେ ନେଉଥିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁସାରେ, ଭୁବନେଶ୍ବର…

ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ଵର: ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ମାଲକାନଗିରିରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଲମ୍ବିଛି ଏହି ଠକେଇର ଚେର । ପୋଲିସ ଏତଲାକୁ ଆଧାର କରି ଭୁବନେଶ୍ଵରରୁ ଜଣେ ଅଭିଯୁକ୍ତକୁ ଗିରଫ କରଯାଇଛି । ତେବେ ଅନ୍ୟ ୨ ଅଭିଯୁକ୍ତ ଏବେବି ଫେରାର ଥିବା ଜଣାପଡ଼ିଛି। ସୂଚନା…

ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ। ଏ ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ…

ମାଗଣାରେ ମଦ ନେବା ପାଇଁ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ମଦ ଦୋକାନରେ ରବିବାର ରାତିରେ ଅତି କମରେ ପାଞ୍ଚ ଜଣ ଦୁବୁର୍ତ୍ତ ମାଗଣାରେ ମଦ ବୋତଲ ନେବା ପାଇଁ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀ ସାଗର ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି। ପାଞ୍ଚ ଜଣ ଯୁବକ ଏକ ମଦ ଦୋକାନରେ ପ୍ରବେଶ କରି ମଦ ନେବାକୁ ଉଦ୍ୟମ…

ବଡଖବର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍

ଭୁବନେଶ୍ଵର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା 'ସୁଭଦ୍ରା' ଗାଇଡ୍‌ଲାଇନ୍ । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳାମାନେ କରିପାରିବେ ସୁଭଦ୍ରା ଯୋଜନାରେ ଆବେଦନ । ଗାଇଡଲାଇନ ଅନୁସାରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ…

କାହାଣୀ ଶୁଣାଇ ଲୋକଙ୍କୁ ଶୁଆନ୍ତି ଏହି ଦେଶର ଲୋକ, ରୋଜଗାର କରନ୍ତି ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ପିଲାଦିନ ଆମେ ମାନେ ଆମଠୁ ବଡ ମାନଙ୍କ ଠାରୁ କାହାଣୀ ଶୁଣିଥିବା ନିଶ୍ଚୟ । କେହି କେହି ରାତିରେ ଶୋଇଲା ବେଳେ କାହାଣୀ ଶୁଣିବାକୁ ଭଲ ପାଆନ୍ତି ତ କେହି କେହି ଖାଇବା ବେଳେ । କିନ୍ତୁ ମଣିଷ ଜୀବନରେ ଶୋଇବା ଏକ ପ୍ରମୁଖ କାର୍ଯ୍ୟ । ସାରାଦିନର କାର୍ଯ୍ୟ ବ୍ୟସ୍ତତା ଭିତରେ ଯଦି କିଛି…