Latest Odisha News

BREAKING NEWS

Yearly Archives

2024

୨ ଜିଲ୍ଲା ବୁଲିବେ ସମସ୍ତ ସଚିବ, ପ୍ରସ୍ତୁତ କରିବେ ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ

ଭୁବନେଶ୍ୱର: ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ। ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ। ଅତିକମ୍‌ରେ ୨ ଦିନ ଜିଲ୍ଲା…

ସକ୍ରିୟ ଲଘୁଚାପ: ଆଜି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା, ଏହି ସବୁ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର : ଦକ୍ଷିଣ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ଦୁଇଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ଝାଡଖଣ୍ଡ ଅଞ୍ଚଳରେ…

ମୁକୁନ୍ଦପ୍ରସାଦରେ ହାଇଆଲର୍ଟ: ଧାରା ୧୬୩ ବଳବତ୍ତର

ଭୁବନେଶ୍ୱର: ଖୋର୍ଦ୍ଧା ହତ୍ୟାକାଣ୍ଡ ଘଟଣାରେ ଉତ୍ତେଜନାପୂର୍ଣ୍ଣ ରହିଛି ସାରା ଅଞ୍ଚଳ। ଏହାକୁ ଦୃଷ୍ଟିରେ ରଖି ମୁକୁନ୍ଦପ୍ରସାଦ ମୌଜାରେ ଲାଗୁ ହୋଇଛି ୧୬୩। ମୁକୁନ୍ଦପ୍ରସାଦର ୨, ୨୧ ଓ ୨୨ ନଂ ୱାର୍ଡରେ ୧୬୩ ଲାଗୁ ହୋଇଛି। ସେହିପରି ୧ ନମ୍ବର, ୩ ନମ୍ବର ୱାର୍ଡର କିଛି ଅଞ୍ଚଳରେ ମଧ୍ୟ ୧୬୩ ଲାଗୁ…

ଆଜି ପବିତ୍ର ଜନ୍ମାଷ୍ଟମୀ, ଉତ୍ସବମୁଖର ମଥୁରାରୁ ଶ୍ରୀକ୍ଷେତ୍ର

ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା…

ଦିଲ୍ଲୀ କ୍ୟାପିଟାଲ୍ସ କୋଚ ହୋଇ ପାରନ୍ତି ଯୁବରାଜ

ନୂଆଦିଲ୍ଲୀ: ଭାରତର ପୂର୍ବ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂ ୫ ବର୍ଷ ପରେ ଆଇପିଏଲକୁ ଭିନ୍ନ ଭୂମିକାରେ ଫେରି ପାରନ୍ତି । ରିପୋର୍ଟ ମୁତାବକ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କୋଚ କରିବା ପାଇଁ ବିଶେଷ ଭାବେ ଆଗ୍ରହ ପ୍ରକାଶ କରିଛି । ରିକି ପଂଟିଂ ଦିଲ୍ଲୀ କୋଚ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ସେ…

ସତ କହିଲା କି ସଞ୍ଜୟ? ସନ୍ଦୀପଙ୍କ ସ୍ଥିତି ସଂଗୀନ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ । ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ । ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ମହିଳାଙ୍କ ବିରୋଧରେ ଅପରାଧ ଅକ୍ଷମଣୀୟ ଅପରାଧ ବୋଲି…

ପାରାଅଲିମ୍ପିକ ପାଇଁ ଭାରତୀୟ ଦଳର ପ୍ୟାରିସ ଗସ୍ତ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ କମିଟି ଅଧ୍ୟକ୍ଷ ଦେବେନ୍ଦ୍ର ଝଝାରିଆ ଓ ମିଶନ ପ୍ରମୁଖ ସତ୍ୟପ୍ରକାଶ ସାଙ୍ଗୱାନଙ୍କ ସହ ରବିବାର ଟିମ ଇଣ୍ଡିଆ ପ୍ୟାରିସ ଗସ୍ତରେ ଯାଇଛି । ସମସ୍ତ ଖେଳାଳିଙ୍କ ଉପରେ ନଜର ରଖିବା ପାଇଁ ଦେବେନ୍ଦ୍ର ପ୍ୟାରିସ ବାହାରେ ରହିବେ । ଟୋକିଓ ଗେମ୍ସରେ ୯ଟି ବିଭାଗରେ…

ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ଆଞ୍ଚଳିକ ଭିତ୍ତିଭୂମି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରିଛି। ନିକଟରେ  ମାନ୍ୟବର ରେଳମନ୍ତ୍ରୀ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୭୦ କୋଟି ଟଙ୍କା ବ୍ୟୟ ବରାଦ…

ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୮୮ ବର୍ଷୀୟ ଅଭିନେତ୍ରୀ ଆଶା ଶର୍ମାଙ୍କ ଦେହାନ୍ତ ହୋଇଛି। ସିନେ ଏବଂ ଟିଭି କଳାକାର ସଂଘ ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ପୋଷ୍ଟ ସେୟାର କରିଛନ୍ତି। ତେବେ ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ଆଶା ଶର୍ମା ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ…

୧୫ ବର୍ଷରୁ କମ ଏସିଆନ ବ୍ୟାଡମିଂଟନ: ତନଭୀ ଜିତିଲେ ସିଙ୍ଗଲ୍ସ ଟାଇଟଲ

ନୂଆଦିଲ୍ଲୀ: ୧୫ ବର୍ଷରୁ କମ ଏସିଆନ ମହିଳା ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ତନଭୀ ପତ୍ରୀ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଚୀନର ଚେଙ୍ଗଡୁରେ ୧୫ ଓ ୧୭ ବର୍ଷରୁ କମ ଏସିଆନ ଚାମ୍ପିୟନଶିପ ଆୟୋଜିତ ହେଉଛି । ୧୫ ବର୍ଷରୁ କମ ବାଳିକା ବିଭାଗ ଫାଇନାଲରେ ତନଭୀ ଭିଏତନାମର ନୁଗୁୟେ ଥୀ ଥୁ…