Latest Odisha News

BREAKING NEWS

Yearly Archives

2024

ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ହୋଇପାରେ ଅବପାତ

ଭୁବନେଶ୍ବର: ବଙ୍ଗୋପସାଗରରେ ହୋଇପାରେ ଅବପାତ। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ  ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାରେ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ସୂଚନା ଅନୁଯାୟୀ, ଏହି ଲଘୁଚାପ ଆଗାମୀ ୧୨ ଘଣ୍ଟାରେ…

ପ୍ରିୟଙ୍କାଙ୍କୁ ବ୍ୟାଗରେ ଜବାବ

ନୂଆଦିଲ୍ଲୀ: ବ୍ୟାଗକୁ ନେଇ ସଂସଦର ଶୀତ ଅଧିବେଶନରେ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । କେତେବେଳେ ପାଲେଷ୍ଟାଇନ୍ ତ କେତେବେଳେ ବାଂଲାଦେଶ ସଂଖ୍ୟାଲଘୁଙ୍କ ସଂପର୍କିତ ବାର୍ତ୍ତା ଲେଖାଥିବା ବ୍ୟାଗ ନେଇ ସଂସଦକୁ ଆସିଛନ୍ତି ପ୍ରିୟଙ୍କା । ତେବେ ଶୀତଅଧିବେଶନର ଶେଷ ଦିନରେ ପ୍ରିୟଙ୍କାଙ୍କୁ…

କାମ ଦେବ କି କେଜ୍ରିଓ୍ବାଲଙ୍କ ‘ମାଗଣା’ ଘୋଷଣା?

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଗେମଚେଞ୍ଜର ହେବ କି ସଂଜୀବନୀ ଯୋଜନା? ନିର୍ବାଚନ ପୂର୍ବରୁ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ନେଇ ବଡ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ମାସେ ଭିତରେ ଆପ୍ ପକ୍ଷରୁ ମହିଳାଙ୍କଠାରୁ ବରିଷ୍ଠ ନାଗରିକ ପୁଣି ଅଟୋ ଡ୍ରାଇଭରଙ୍କ ପାଇଁ ଜନକଲ୍ୟାଣକାରୀ…

ଜାପାନରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୮୯୮ ଏଡି’

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ନାଗ ଅଶ୍ୱିନ ଜାପାନୀ ପ୍ରଶଂସକଙ୍କ ଠାରୁ ପାଇଥିବା ପ୍ରେମରେ ବିଭୋର ହୋଇପଡିଛନ୍ତି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶି ବ୍ଲକବଷ୍ଟର 'କଲ୍କି-୨୮୯୮ ଏଡି' ଜାନୁୟାରୀ ୩, ୨୦୨୫ ରେ ଜାପାନରେ ଏହାର ଭବ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି । ଏହି ଚଳଚ୍ଚିତ୍ରକୁ…

ରୁଷ ୟୁକ୍ରେନ୍ ଯୁଦ୍ଧରେ ପଡିବ ବିରାମ: ପୁଟିନ୍ କହିଲେ, ମୁଁ ରାଜି!

ନୂଆଦିଲ୍ଲୀ:  ପାଖାପାଖି ଦୀର୍ଘ ୧୧ ବର୍ଷ ପରେ ବନ୍ଦ ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ । ବହୁ ବାଦବିବାଦ, ମରଣ, ତର୍କବିତର୍କ, ବୁଝାମଣା ପରେ ଏବେ ବାସ୍ତବରେ ପଡିବ ବିରାମ । ଯୁଦ୍ଧ ବନ୍ଦ ପାଇଁ ସଙ୍କେତ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଗୁରୁବାର ରୁଷିଆବାସୀଙ୍କୁ ବର୍ଷର ଶେଷ…

ବାବା ସାହେବଙ୍କୁ କାହିଁକି ପସନ୍ଦ ଥିଲା ନୀଳ ରଙ୍ଗ? ରାହୁଲ ଗାନ୍ଧୀ ମଧ୍ୟ ବଦାଳଇ ଦେଲେ ନିଜ ଟି-ସାର୍ଟର ରଙ୍ଗ

ନୂଆଦିଲ୍ଲୀ: ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ରାଜନୀତି ଉଠୁଛି ପଡୁଛି। ତେବେ ଏହି ବିବାଦ ମଧ୍ୟରେ ରାହୁଲ ଗାନ୍ଧୀ ତାଙ୍କ ମତ ବଦଳାଇଥିବା ଜଣାପଡିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟି-ସାର୍ଟର ରଙ୍ଗ ବଦଳି ଯାଇଛି। ଆମ୍ବେଦକର ବିବାଦ ମଧ୍ୟରେ ସେ…

ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍

ପୁରୀ: ବଦଳିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ଡିଜାଇନ୍ । ପୁରୁଣା ସହ କିଛି ନୂଆ ଡିଜାଇନ ପ୍ରସ୍ତୁତ କରାଯାଇ ତାହାର ରୂପରେଖ ପ୍ରସ୍ତୁତ ହେବ । ଏହା ଲୋକଙ୍କ ଧର୍ମୀୟ ଭାବନା ସହ ଜଡିତ ଥିବାରୁ ବିଚାରବିମର୍ଶ ଚାଲିଛି । ଖୁବଶୀଘ୍ର  କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ…

ମୁମ୍ବାଇ ଡଙ୍ଗା ବୁଡି ଘଟଣା: ୫ ବର୍ଷର ଶିଶୁର ଜୀବନ ବଞ୍ଚାଇଲେ ଜର୍ମାନୀ ଟୁରିଷ୍ଟ

ମୁମ୍ବାଇ: ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆ ପାଖରେ ହୋଇଥିବା ଡଙ୍ଗା ଦୁର୍ଘଟଣାରେ ବୁଡିଯାଉଥିବା ୫ ବର୍ଷର ଶିଶୁ ପାଇଁ ଦେବଦୂତ ସାଜିଛନ୍ତି ଜଣେ ଜର୍ମାନୀ ଟୁରିଷ୍ଟ । ସେ ପିଲାଟିକୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ଫେରିରେ…

ଏବେ ଇନଷ୍ଟାଗ୍ରାମରେ ରିଲ୍ ବନେଇବା ହେବ ମଜାଦାର, ଏଆଇ ଭିଡିଓ ଏଡିଟିଂ ଟୁଲ୍ ଆସୁଛି

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଏକ ଦମଦାର ଫିଚର ଆସିବାକୁ ଯାଉଛି, ଯାହା ସାହାଯ୍ୟରେ ୟୁଜର୍ସମାନେ ଅତି ସହଜରେ ଭିଡିଓ ଏଡିଟ୍ କରିପାରିବେ | ଇନଷ୍ଟାଗ୍ରାମର ବସ୍ ଆଦାମ ମୋସେରି ନିକଟରେ ଏହାର ଏକ ଟିଜର ଉପସ୍ଥାପନ କରିଥିଲେ ଯେଉଁଥିରେ ଆଗାମୀ AI ଫିଚର କିପରି ହେବ ତାହା କୁହାଯାଇଛି। ଏଥିପାଇଁ ସେ…