୨୪ଶହ ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ଏବେ କାୟା ମେଲାଇଛି ଡେଙ୍ଗୁ । ଆଉ ବର୍ଷାଦିନ ହେଉଥିବାରୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ସବୁଠୁ ଅଧିକ ଖୋର୍ଦ୍ଧା ଓ ସୁନ୍ଦରଗଡରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।
ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ଗତକାଲି…