ଭୁବନେଶ୍ୱରରେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହକି ଟିମ
ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମର ଖେଳାଳିମାନଙ୍କୁ ବୁଧବାର ଭୁବନେଶ୍ୱରର ବିମାନବନ୍ଦରରେ ପଂହଚିବା ପରେ ଓଡ଼ିଶା ସରକାରଙ୍କ ତରଫରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିମାନବନ୍ଦରଠାରେ ପହଂଚିବା ପରେ କ୍ରୀଡ଼ା ମନ୍ତ୍ରୀ…