Latest Odisha News

BREAKING NEWS

Yearly Archives

2024

ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ

କୋଲକାତା: ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ମୃତଶରୀରକୁ ନେବା ପାଇଁ କେହି ପରିବାର ଲୋକ ଦାବି କରନ୍ତି ନାହିଁ ସେ ତାହାର ଅଙ୍ଗକୁ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ। କଲେଜର ଜଣେ ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଏଭଳି ଅଭିଯୋଗ…

ବିଜେପିର ମମତା ଅଫର !

ଭୁବନେଶ୍ବର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମମତା ମହନ୍ତ । ବିଜେଡି ସାଂସଦ ଥିଲେ ଏବେ ବିଜେପି ସାଂସଦ ହେବା ଏକପ୍ରକାର ନିଶ୍ଚିତ । ଅର୍ଥାତ ଦଳ ଛାଡିଥିଲେ ବି ସାଂସଦ ପଦ ଅପରିବର୍ତ୍ତିତ ରହିବ । କୁଡୁମୀ ନେତ୍ରୀ ମମତା ମହନ୍ତଙ୍କୁ ପୁଣି ରାଜ୍ୟସଭା ପଠାଇବା ନିଷ୍ପତ୍ତି…

ପୁଣି ସ୍ବାଧୀନ ଭାବେ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲ କଲେ ଆଉ ଜଣେ ବିଜେପି ନେତା

ଭୁବନେଶ୍ବର: ସକାଳେ ଦଳୀୟ ସମର୍ଥନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ କୁଡୁମୀ ନେତ୍ରୀ ମମତା ମହନ୍ତ । ଏବେ ପୁଣି ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ଆଉ ଜଣେ ନେତା ନାମାଙ୍କନ ଭରିଛନ୍ତି । ଦଳୀୟ ପ୍ରାର୍ଥୀ…

ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ବ ସହାୟକ

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଜେଆରଏ ଚୌଧୁରୀ ପପୁନ କୁମାର ଦାସ l ବୌଦ୍ଧ ଜିଲ୍ଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟ ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନ ଧରି ପଡିରହିଥିବା ବିଲକୁ ମଞ୍ଜୁରୀ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି…

ମୃତ୍ୟୁ ପରେ ଓଟ ପାଲଟିଯାଏ ସାଇଲେଣ୍ଟ ବୋମା, ପାଖକୁ ଗଲେ ହୁଏ ବିସ୍ଫୋରଣ

ରାଜସ୍ଥାନୀ ଲୋକେ ଓଟକୁ ବହୁତ ଭଲ ପାଆନ୍ତି। ତାଙ୍କୁ ନିଜ ସନ୍ତାନ ପରି ଯତ୍ନ ମଧ୍ୟ କରନ୍ତି। କିନ୍ତୁ ଯେତେବେଳେ ଗୋଟିଏ ଓଟ ମରିଯାଏ, ସେତେବେଳେ ଓଟ ମାଲିକ ମୃତ ଓଟ ନିକଟକୁ ଯାଏ ନାହିଁ କିମ୍ବା ଅନ୍ୟ କାହାକୁ ମଧ୍ୟ ଯିବାକୁ ପରାମର୍ଶ ଦିଅନ୍ତି ନାହିଁ। ଏହାର କାରଣ ଅନେକ ରୋଚକ ରହିଛି।…

ମକ୍ସିପକ୍ସ କୁ ନେଇ ଆଡଭାଇଜରୀ ଜାରି କଲା ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଲଗାତାର ବଢୁଥିବା ମଙ୍କିପକ୍ସକୁ ନେଇ ଏମ୍ସ ଦିଲ୍ଲୀ ଆଡଭାଇଜରୀ ଜାରି କରିଛି । ଏହା ଅଧୀନରେ ସନ୍ଦିଗ୍ଧ ମକ୍ସିପକ୍ସ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କ୍ୱାରେଣ୍ଟାଇନରେ ଚିକିତ୍ସା ପାଇଁ ପାଞ୍ଚଟି ବେଡ୍ ମଧ୍ୟ ଆବଣ୍ଟନ ହୋଇଛି ।…

ଆହୁରି ୯ ଲକ୍ଷ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩ କୋଟି ୨୫ ଲକ୍ଷ ୯୩ ହଜାର ୮୭୫ ଜଣଙ୍କୁ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ ଲକ୍ଷ ହଜାର ୨ ହଜାର ୧୪୪ ଜଣ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦିଆଯାଉଛି । ରାଜ୍ୟରେ ମୋଟ ୯ ଲକ୍ଷ ୯୧ ହଜାର ୯୨୯ ଆବେଦନକାରୀ…

ଆତ୍ମସମର୍ପଣ କଲା ଛତିଶଗଡ଼ି ନାବାଳକ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲା ନାବାଳକ ମାଓବାଦୀ l ଦକ୍ଷିଣ ପଶ୍ଚିମାଞ୍ଚଳ ଜିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛି ନାବାଳକ ମାଓବାଦୀ l ନାବାଳକ ମାଓବାଦୀ ଜଣଙ୍କ ଛତିଶଗଡ଼ ସୁକମା ଅଞ୍ଚଳର ହୋଇଥିବା ବେଳେ ଗତ ୮ ମାସ ହେଲା ସେ ମାଓବାଦୀ କାର୍ଯ୍ୟରେ ସଂପୃକ୍ତ ଥିଲା l ବିଭିନ୍ନ ହିଂସାକାଣ୍ଡରେ…

ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି ଅଭିନେତ୍ରୀ, ଫୋଲର୍ସ ରେସରେ ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ମୁକ୍ତିଲାଭ କରିଥିବା କମେଡି ଫିଲ୍ମ ସ୍ତ୍ରୀ-୨ ର ସଫଳତାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଛି। ଆଜି ଅର୍ଥାତ ଅଗଷ୍ଟ ୨୧ରେ ଫିଲ୍ମ ଏହାର ପ୍ରଥମ ସପ୍ତାହ ଶେଷ କରିବାକୁ ଯାଉଛି। ଏହି…

ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ବିଜୁଳି

ଭୁବନେଶ୍ୱର: ସେପ୍‌ଟେମ୍ବର ମାସ ଶେଷ ସୁଦ୍ଧା ସବୁ ଘରକୁ ମିଳିବ ବିଜୁଳି l ବିଦ୍ୟୁତକରଣ ହେଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫ କୋଟି ଟଙ୍କା ସମସ୍ତ…