ଶେଷ ଦିନରେ ବି ସଂସଦ ଆଗରେ ନେତାଙ୍କ ଭିଡ: ମୁହାଁମୁହିଁ ଶାସକ-ବିରୋଧୀ
ନୂଆଦିଲ୍ଲୀ: ସରିଲା ସଂସଦର ଲୋୟର ହାଉସ ଲୋକସଭାର ଶୀତକାଳୀନ ଅଧିବେଶନ । ଶେଷ ଦିନରେ ବି ବିରୋଧୀ ଓ ଶାସକଙ୍କ ନାଟକ ପୂର୍ଣ୍ଣ ବିକ୍ଷୋଭ ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସଂସଦ ଭବନ ବାହାରେ ଏକକାଳୀନ ବିକ୍ଷୋଭ ପ୍ରଦର୍ଶନ…