ଚିକିଟି ମଦମୃତ୍ୟୁ: ‘ବିଜେଡି ଲିଙ୍କରେ ଚାଲିଥିଲା କାରବାର’
ଗଞ୍ଜାମ: ଚିକିଟି ମଦ ମୃତ୍ୟୁ ମାମଲାରେ ଅଛି ବିଜେଡି ଲିଙ୍କ୍ । ବିଜେଡି ହାତରେ ହିଁ ଚାଲିଥିଲା ବିଷାକ୍ତ ମଦର ଚୋରା କାରବାର । କିଛି ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ଚିକିଟି ବିଜେପି ବିଧାୟକ ।
ଗଞ୍ଜାମ ଜିଲ୍ଲା ଚିକିଟିରେ ଶସ୍ତା ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ…