Latest Odisha News
Yearly Archives

2024

ପୁଣି ବଢିଲା ଆପ୍ ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ; ୟୁପି କୋର୍ଟ ଦେଲେ ଗିରଫ ଆଦେଶ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପୁଣିଥରେ ଅଡୁଆ ଭିତରେ ଛନ୍ଦି ହେବାକୁ ଯାଉଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁଲତାନପୁରର ଏକ କୋର୍ଟ ସଞ୍ଜୟ ସିଂ ଏବଂ ସପା ନେତା ଅନୁପ ସଣ୍ଡା ଏବଂ ଅନ୍ୟମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟ…

ଛାତ୍ରଛାତ୍ରୀ ମାନଙ୍କ ପାଇଁ ବଡ ଖବର, ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢ଼ାଞ୍ଚା

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେମାନଙ୍କୁ ନୂଆ ଢାଞ୍ଚାରେ ପରୀକ୍ଷା ଦେବାକୁ ପଡ଼ିବ। ୨୦୨୫ ବାର୍ଷିକ +୨…

ଅଫଲାଇନ୍ ଦୁନିଆର ସବୁଠୁ ବଡ ସେକ୍ସ ସ୍କାଣ୍ଡାଲ୍: ୧୦୦ରୁ ଉର୍ଦ୍ଧ୍ଵ ଝିଅଙ୍କର ହୋଇଥିଲା ଗ୍ୟାଙ୍ଗରେପ୍

ନୂଆଦିଲ୍ଲୀ: ନିଜର ସୌନ୍ଦର୍ଯ୍ୟ ଏବଂ ପରମ୍ପରାକୁ ନେଇ ସାରା ବିଶ୍ଵରେ ରାଜସ୍ଥାନ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ୧୯୯୦ ରୁ ୧୯୯୨ ଭିତରେ ଏହି ରାଜ୍ୟର ଆଜମେର ନାମକ ସହରରେ ଏପରି କିଛି ଘଟିଥିଲା ​​ଯାହା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ବାସ୍ତବରେ, ଏହି ଦୁଇବର୍ଷ…

ନାସାଉ କ୍ରିକେଟ ଷ୍ଟାଡିୟମକୁ ଦିଆଗଲା ସନ୍ତୋଷଜନକ ରିପୋର୍ଟ

ନ୍ୟୁୟର୍କ: ଟି୨୦ ବିଶ୍ୱକପ ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଇଥିଲା । ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମ ପିଚ ନେଇ ଅଂଶଗ୍ରହଣକାରୀ ଟିମ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୮ଟି ଯାକ ମ୍ୟାଚ କମ ସ୍କୋର ବିଶିଷ୍ଟ ହୋଇଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପିଚକୁ ନେଇ ପୂର୍ବରୁ…

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପରେ ୨ କିମିର ଦୈର୍ଘ୍ୟ ଟନେଲ କାର୍ଯ୍ୟ ଶେଷ ହୋଇଛି

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦ୍ୱାରା ପୁଣି ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ପୂର୍ବତଟ ରେଳପଥ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ପୁରୁଣାକଟକ ଓ ଚାରିଛକ ମଧ୍ୟରେ ୧,୯୭୫ ମିଟର ଲମ୍ବ ଟନେଲ୍ କାର୍ଯ୍ୟ ସଫଳତାର ସହ ଶେଷ କରିଛି । ଏହି ଅଞ୍ଚଳରେ ରେଳ…

୨୩ରେ ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ

ପୁରୀ: ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ। ୨୩ ତାରିଖ ଦିନ ୧ଟାରୁ ଏହି ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ। ସୂଚନା ଅନୁଯାୟୀ, ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ…

କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି ପାଇବାରେ କିଟ୍‍ ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ୬ଟି ଇଞ୍ଜିନୟିରିଂ ପାଠ୍ୟକ୍ରମକୁ ୬ବର୍ଷ ପାଇଁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି । ଗୋଟିଏ ବିଶ୍ୱବିଦ୍ୟାଳୟର ୬ଟି ପାଠ୍ୟକ୍ରମକୁ ଆବେଟ ମାନ୍ୟତା ମିଳିବାରେ ଭାରତର…

୮୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିଲେ କିସ୍‍ ଓ ରିକି କେଜଙ୍କ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଗାନ

ଭୁବନେଶ୍ୱର: ନିକଟରେ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା କିସ୍‍ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତଜ୍ଞ, ପରିବେଶବିତ୍‍ ତଥା ତିନି ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ଙ୍କ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଗାନକୁ ବିଭିନ୍ନ ଗଣମାଧ୍ୟମରେ ବିଶ୍ୱର ୮୦…

ସଂସଦରେ ମୂଷାଙ୍କ ଉପଦ୍ରବ ରୋକିବା ପାଇଁ ପାସ ହେଲା ୧୨ ଲକ୍ଷ ଟଙ୍କାର ବଜେଟ

ଲାହୋର: ପାକିସ୍ତାନ ସଂସଦରେ ମୂଷା ତାଣ୍ଡବ ରଚୁଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ସେମାନେ ନଷ୍ଟ କରି ସାରିଛନ୍ତି । ଶେଷରେ ଅତିଷ୍ଠ ହୋଇ ମୂଷାଙ୍କ ଦମନ ପାଇଁ କ୍ୟାପିଟାଲ ଡେଭଲେପମେଂଟ ଅଥରିଟି ୧୨ ଲକ୍ଷ ଟଙ୍କାର ବଜେଟ ପାସ କରିଛନ୍ତି । ମୂଷାଙ୍କୁ ରୋକିବା ପାଇଁ ଅଭିଜ୍ଞ ଧରାଳୀଙ୍କୁ…

ବିରୋଧ ପରେ ‘ଲେଟେରାଲ୍ ନୋ’ ଏଂଟ୍ରି’ 

ନୂଆଦିଲ୍ଲୀ: ଲେଟେରାଲ ଏଂଟ୍ରି ପ୍ରସଙ୍ଗରେ ଡରିଗଲେ କି ଏନଡିଏ ସରକାର? ଭାରି ପଡିଲା କି ବିରୋଧୀ ଦଳର ବିରୋଧ ? ଜୋରଦାର ବିରୋଧ ଓ ଏନଡିଏ ସହଯୋଗୀଙ୍କ ଆପତ୍ତି ପରେ ପଛଘୁଂଚା ଦେଇଛନ୍ତି ମୋଦି ସରକାର । ଲେଟେରାଲ ଏଂଟ୍ରି ଜରିଆରେ ୪୫ଟି ଉଚ୍ଚ ସରକାରୀ ପଦ ପୂରଣ ପାଇଁ ଲୋକସେବା ଆୟୋଗ (ୟୁପିଏସସି)ର…