‘ଛାଭା’ ଟିଜର ଆଉଟ: ନୂଆ ରୂପରେ ବିକି କୌଶଲ, ଏହି ଦିନ ପରଦାକୁ ଆସିବ ଫିଲ୍ମ
ମୁମ୍ବାଇ: ଅଗଷ୍ଟ ୧୫ ରେ ଚଳଚ୍ଚିତ୍ର ‘ଛାଭା’ରେ ବିକି କୌଶଲଙ୍କର ପ୍ରଥମ ପୋଷ୍ଟର ଏବଂ ପ୍ରଥମ ଲୁକ ରିଲିଜ୍ ହୋଇଥିଲା। ଏହା ପରେ ଆଜି ତାଙ୍କର ସମ୍ପୂର୍ଣ୍ଣ ଲୁକ୍ ଏବଂ ଟିଜର ରିଲିଜ ହୋଇଛି। ବଲିଉଡ ଅଭିନେତା ବିକି କୌଶଲ ପୁଣି ପରଦାରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ । ବର୍ତ୍ତମାନ ଅଭିନେତା…