ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ସିହିଦ
ଶ୍ରୀନଗର: ପୁଣି ଥରେ ଜମ୍ମୁ କଶ୍ମୀର ଉଧମପୁରର ଡୁଡୁ ବସନ୍ତଗଢରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଜମ୍ମୁ କଶ୍ମୀର ପୋଲିସର ସିଆରପିଏଫ ଏବଂ ଏସଓଜିର ମିଳିତ ଟିମ୍ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଜଣେ ଇନ୍ସପେକ୍ଟର ସହିଦ ହୋଇଛନ୍ତି ।…