କିନ୍ନର ପ୍ରେମିକା ସହ ମିଶି ବାପା ଜୀବନ ନେଲା ପୁଅ
ଗଞ୍ଜାମ: ଯେଉଁ ବାପାର ଦିନେ ହାତ ଧରି ଚାଲିବା ଶିଖିଥିଲା, ସେହି ଜନ୍ମଦାତାର ଜୀବନ ନେବାକୁ ତିଳେ ହେଲେ କୁଣ୍ଠାବତ କଲାନି ଜନ୍ମକଲା ପୁଅ । ବାପା ମୁଣ୍ଡକୁ ପିଟି ପିଟି ହତ୍ୟା କଲା ରାକ୍ଷସ ପୁଅ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଧୀନ ଅଯୋଧ୍ୟା ନଗରରେ ।
ମୃତକ…