Latest Odisha News

BREAKING NEWS

Yearly Archives

2024

ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତା; ପ୍ୟାରିସ୍ ଅଭିଜ୍ଞତା ବାଣ୍ଟିଲେ ଅମିତ ଓ ସମ୍ବିତ୍

ଭୁବନେଶ୍ବର: ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସର ଅଭୁଲା ଅଭିଜ୍ଞତା ବାଣ୍ଟିଛନ୍ତି ଅମିତ ଓ ସମ୍ବିତ୍। ପ୍ୟାରିସ୍-୨୦୨୪ ଅନ୍ୟ ସମସ୍ତ ଅଲିମ୍ପିକ୍ସଠାରୁ ସମ୍ପୂର୍ଣ୍ଣ ନିଆରା ଥିଲା। ଯେତିକି ରୋମାଞ୍ଚ ଭରାଥିଲା ସେତିକି ଆହ୍ବାନ ଆଣି ଦେଇଥିଲା। ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଖେଳାଳିଙ୍କୁ…

ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଅମିତଙ୍କୁ ସାଇ ଇଂଟରନ୍ୟାଶନାଲରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ହାସଲ କରି ଦେଶକୁ ଗୌରବାନ୍ୱିତ କରିଛି । ଓଡିଶାର ଅମିତ ରୋହୀଦାସ ଏହି ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ଥିଲେ । ଭୁବନେଶ୍ୱରର ସାଇ ଇଂଟରନ୍ୟାଶନାଲରେ ଅମିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।…

ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସମବେଦନା ପ୍ରକାଶ କରିଛନ୍ତି। ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ…

ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ସଂଖ୍ଯା, ଖୋର୍ଦ୍ଧା… 

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା।। ଡେଙ୍ଗୁ ସଂଖ୍ୟା ଖୋର୍ଦ୍ଧାରେ ଅଧିକ ରହିଛି। ସର୍ଭେ ରିପୋର୍ଟ ଆଧାରରେ ଏନେଇ ମାନିଲେ ସ୍ବାସ୍ଥ୍ୟମନ୍ତ୍ରୀ। ସୂଚନା ଅନୁଯାୟୀ, ସମଗ୍ର ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାଖାପାଖି ଅଛି। ଭୁବନେଶ୍ବରରେ ଅଧିକ ଡେଙ୍ଗୁ ରୋଗୀ…

ହସ୍ପିଟାଲରେ ଭର୍ତ୍ତି ହେଲେ ମୋହନଲାଲ

କୋଚି: ମାଲାୟାଲମ୍ ସୁପରଷ୍ଟାର ମୋହନଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ମୋହନଲାଲଙ୍କୁ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଏବଂ ମାଂସପେଶୀରେ ଯନ୍ତ୍ରଣା ଯୋଗୁ ତାଙ୍କୁ କୋଚିର ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ସମୟରେ…

ଅଧାରେ ରହିଗଲା ରକ୍ଷାବନ୍ଧନ ପର୍ବ; ସଡକ ଦୁର୍ଘଟଣାରେ ଗଲା ୧୦ ଜୀବନ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସ୍ ଓ ପିକ୍ଅପ୍ ଭ୍ୟାନ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗାଜିଆବାଦର ଏକ କମ୍ପାନିରୁ ମ୍ୟାକ୍ସ ଗାଡିରେ ସମସ୍ତ ଲୋକ…

ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କଲେ କୋହଲି

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୨ ରନରେ ଆଉଟ ହୋଇଥିବା କୋହଲି ଏବେ କିନ୍ତୁ ନିଜ ନାମରେ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି ।…

ଆସୁଛି ଗଣେଶ ପୂଜା; ଡିଜେ ବଦଳରେ ପାରମ୍ପାରିକ ବାଦ୍ୟକୁ ଅନୁମତି

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୂର୍ତ୍ତି ଗଢ଼ା କାମ ଜୋରସୋରରେ ଚାଲିଛି। ଏହାରି ମଧ୍ଯରେ ଗଣେଶ ପୂଜାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା…

କୋଲକାତା ଲଜ୍ଜା: ନିଜ ଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରିବେ।…

ସିମ ବକ୍ସ ଆତଙ୍କୀ ଲିଙ୍କ୍: ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡ, ହୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର

ଭୁବନେଶ୍ୱର: ସିମବକ୍ସ ଜରିଆରେ ଚାଲିଥିଲା କି ଆତଙ୍କୀ କାର୍ଯ୍ୟକଳାପ ? କାହିଁକି ବ୍ୟବହାର କରାଯାଉଥିଲା ଏହି ସିମ ବକ୍ସ ? ଟେଲିଫୋନିକ କଲ୍ ଜରିଆରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚାଯାଉଥିଲା କି ? ଖୁବଶୀଘ୍ର ଖୁଲାସା ହେବ ଏଭଳି ବିଭିନ୍ନ ପ୍ରଶ୍ନର ଉତ୍ତର। କାରଣ ରାଜଧାନୀ ଭୁବନେଶ୍ୱରରୁ ସିମ୍…