Latest Odisha News

BREAKING NEWS

Yearly Archives

2024

ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର

ବାଲେଶ୍ୱର: ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ ଓ ୪ ଗୁରୁତର। ବାଲେଶ୍ୱର ଜିଲ୍ଲା ଉଆଦ ଗାଁର ଗୋଟିଏ ପରିବାର ବିଲରେ କାମ କରିବା ବେଳେ ବଜ୍ରାଘାତ ହୋଇଛି। ଏହି ଅଘଟଣରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଗୁରୁତର ୪ ଜଣ ସୋର ମେଡିକାଲ୍‌ରେ ଭର୍ତ୍ତି ଅଛନ୍ତି। ସୂଚନା ଅନୁସାରେ ସମସ୍ତେ…

ଉପରମୁହାଁ ମଙ୍କି ପକ୍ସ: ସତର୍କ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମାଡୁଛି ମଙ୍କିପକ୍ସ ବା ଏମ-ପକ୍ସ । ପ୍ରଥମେ ପାକିସ୍ତାନ ଆଉ ଏବେ ଆଫ୍ରିକାରେ ଏମ- ପକ୍ସ ସ୍ଥିତି ଜାହିର କରିବା ପରେ ଏବେ ଭାରତର ଚିନ୍ତା ବଢିଛି । ତେବେ ଭାରତରେ ଏହାର ସ୍ଥିତି ନଥିଲେ ମଧ୍ୟ ଏନେଇ ଆଗୁଆ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୫)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ମାଓଲି ଛାତିରେ ଜାକି ହୋଇଯାଇଥିଲେ ଦିଟାଯାକ ଛୁଆ । ମାଛପୁଡ଼ିଆ ଟାକୁ ବଢ଼ାଇ ଦେଉ ଦେଉ ଚକରା କହିଲା - ତୋ' ଦେଇ କୁଆଡ଼େ ଗଲା?? କ'ଣ ପଳାଇ ଗଲାକି କାହା ସହ?? ଏ ପ୍ରଶ୍ନ ଅମୂଳକ ନଥିଲା । ଗଲା କେତେଦିନ ଧରି ଗୋଟେ ଶିତଳଯୁଦ୍ଧ କ୍ରମଶଃ…

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷିବ, ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡିଶାର ୨ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ମଧ୍ଯରେ ରହିଛି- ବାଲେଶ୍ୱର ଓ ଭଦ୍ରକ। ଆଗାମୀ ୩ଘଣ୍ଟା ମଧ୍ୟରେ ଏହି ଦୁଇଟି ଜିଲ୍ଲାରେ ସାମାନ୍ଯରୁ ମଧ୍ଯମ ଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି।…

ବ୍ଲୁ ମୁନ୍, ବ୍ଲଡ଼୍ ମୁନ୍ ଓ ସୁପରମୁନ୍ ମଧ୍ୟରେ ପାର୍ଥକ୍ୟ କଣ ? ରାକ୍ଷୀ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ

ରକ୍ଷା ବନ୍ଧନ ଅବସରରେ ଦେଖାଯିବ ବିରଳ ଘଟଣା। କାରଣ ବଦଳିଯିବ ଚନ୍ଦ୍ରର ରଙ୍ଗ। ତୋଫା ଜହ୍ନ ନୀଳ ପଡିଯିବ ଅର୍ଥାତ୍‌ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ। ଲୋକେ ରାତିରେ ସୁନ୍ଦର ଚନ୍ଦ୍ରକୁ ଦେଖିବାକୁ ପସନ୍ଦ କରନ୍ତି। ଅନେକ ଥର ଆମେ ଦେଖୁ ଯେ ଚନ୍ଦ୍ର ପୃଥିବୀଠାରୁ ପ୍ରତିଦିନ ଭିନ୍ନ…

କୋଲକତା ଲଜ୍ଜା: ଅଭିଯୁକ୍ତ ସଂଜୟର ହେବ ମାନସିକ ସ୍ଥିତି ଯାଞ୍ଚ

କୋଲକାତା: କୋଲକାତାରେ ଯାହା ଘଟିଛି ତାହା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ଜାରି ରହିଛି ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଦେଶବ୍ୟାପୀ ଆନ୍ଦୋଳନ । ଅନ୍ୟପଟେ ଏହି ଘଟଣାରେ ସତ ଖୋଜୁଛି ସିବିଆଇ । ଅଭିଯୁକ୍ତ ସଂଜୟ ରାୟକୁ ଧରିଥିଲେ ମଧ୍ୟ ଘଟଣାରେ ବିଭିନ୍ନ ମୋଡ ନେଇ ତନତନ ଯାଞ୍ଚ…

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦ ହୋଇଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିବାରୁ କାଲି ଠାରୁ ଉପାସରେ ପଡିଛନ୍ତି ମହାପ୍ରଭୁ  । ତେବେ ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି…

ପ୍ରତି ୨ ଘଣ୍ଟାରେ ରାଜ୍ୟର ଅପେଡେଟ୍ ନେବ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ:  ପ୍ରତି ଦୁଇ ଘଣ୍ଟାରେ ଥରେ ସବୁ ରାଜ୍ୟର ଅପେଡେଟ୍ ନେବ ଗୃହ ମନ୍ତ୍ରାଳୟ । କୋଲକାତା ଲଜ୍ଜା ପରେ ସବୁ ରାଜ୍ୟକୁ କିଛି ଏମିତି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିରେ ପ୍ରତି ୨ ଘଣ୍ଟା ଅନ୍ତରାଳରେ ରାଜ୍ୟର ସ୍ଥିତି କିପରି ରହିଛି, ଆଇନ ଶୃଙ୍ଖଳାର ପରିସ୍ଥିତି…

ମାଗଣାରେ ମିଳିବ ମହାପ୍ରସାଦ

ପୁରୀ: ଆଗକୁ ମାଗଣାରେ ମିଳିବ ମହାପ୍ରସାଦ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ ବୋଲି ଯୋଜନା କରୁଛନ୍ତି ସରକାର ।  ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କିଛି ଏମିତି କହିଛନ୍ତି ଆଇନ ମନ୍ତ୍ରୀ…

ଗଣେଶ ମୂର୍ତ୍ତି ବିକୃତ କରି ତିଆରି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ: ଆସୁଛନ୍ତି ବିଘ୍ନହର୍ତ୍ତା । ସଜେଇ ହେଲାଣି ମଣ୍ଡପ । ବପ୍ପାଙ୍କ ସ୍ବାଗତ ପାଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହାରି ଭିତରେ ଗଣେଶ ମୂର୍ତ୍ତି କାରିଗରମାନଙ୍କୁ ତାଗିଦ କରିଛନ୍ତି ପୋଲିସ୍ କମିଶନର ।  ଗଣେଶ ବିକୃତ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । କଟକରେ ଗଣେଶ…