Latest Odisha News

BREAKING NEWS

Yearly Archives

2024

ପରଲୋକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ନିଜେ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ

ଭୁବନେଶ୍ୱର: ପରଲୋକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେଲେ ଶନିବାର ରାତି ୧୦ଟା ୫୦ ମିନିଟରେ ଝିଙ୍ଗିଆଙ୍କ ବିୟୋଗ ଘଟିଛି। ମୋଦୀ ସରକାରର ଏହି କ୍ୟାବିନେଟ୍ ମନ୍ତ୍ରୀ…

ଭାରତ ବ୍ୟତିତ ଏହି ଦେଶରେ ବି ପାଳନ ହୁଏ ରାଖୀ ଉତ୍ସବ

ଭୁବନେଶ୍ଵର: ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ । ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ଯାହାକୁ ସାରା ଦେଶରେ ବଡ ଧୁମଧାମ୍ ଓ ଆନନ୍ଦ ଉଲ୍ଲାସର ସହ ପାଳନ…

ଅନକ୍ୟାପେଡ ଖେଳାଳି ଭାବେ ଧୋନୀଙ୍କୁ ରିଟେନ କରାଯାଇପାରେ

ଚେନ୍ନାଇ: ଆଇପିଏଲ ୨୦୨୫ ସଂସ୍କରଣ ପୂର୍ବରୁ ମେଗା ନିଲାମ ହେବ । ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏଥର ଖେଳିବେ କି ନାହିଁ ସସ୍ପେନ୍ସ ଲାଗି ରହିଛି । ତେବେ ଧୋନୀଙ୍କୁ ଅନକ୍ୟାପେଡ ଖେଳାଳି ଭାବେ ଚେନ୍ନାଇ ଟିମରେ ରିଟେନ କରିପାରେ । ତେବେ ଏଥିପାଇଁ ବିସିସିଆଇର…

କୋଲକାତା ଡାକ୍ତର ଦୁଷ୍କର୍ମ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଆଇଏମ୍‌ଏ

ଭୁବନେଶ୍ଵର: କୋଲକାତା ଡାକ୍ତର ଦୁଷ୍କର୍ମ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଆଇଏମ୍‌ଏର ଚିଠି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ୫ଟି ବଡ଼ ଦାବି ଜଣାଇଲା ଆଇଏମ୍‌ଏ । ସବୁ ହସ୍ପିଟାଲର ସୁରକ୍ଷା ପ୍ରୋଟୋକଲ ବିମାନ ବନ୍ଦର ଭଳି କରିବାକୁ ଦାବି କଲା ଆଇଏମ୍‌ଏ । ଏଥିସହ ହସ୍ପିଟାଲକୁ ସେଫ୍‌…

ବର୍ଡର ୨ରେ ବରୁଣଙ୍କ ଏଂଟ୍ରି

ମୁମ୍ବାଇ: ୨୬ ବର୍ଷ ପରେ ସନୀ ଦେଓଲ ଅଭିନୀତ ବର୍ଡର ଫିଲ୍ମର ସୀକ୍ୱେଲକୁ ନେଇ ଦର୍ଶକଙ୍କ ମନରେ ବେଶ ଉତ୍କଣ୍ଠା ରହିଛି । ସନୀ ପୂନର୍ବାର ବର୍ଡର ୨ରେ ଆର୍ମି ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ଏହାର ଅନ୍ୟ ଷ୍ଟାର କାଷ୍ଟ ନେଇ ବିଭିନ୍ନ ଖବର ସମ୍ମୁଖକୁ ଆସିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ…

ନବୀନ ନିବାସରେ ‘ଦମନ’ ଟିମ୍

ଭୁବନେଶ୍ୱର: ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ । ଦମନ ଶ୍ରେଷ୍ଠ ଓଡ଼ିଆ…

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ଵର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ । ୨୦୨୦ ମସିହାରୁ ଅସିତ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । କିନ୍ତୁ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ସେ ତାଙ୍କ…

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ: ଭାରତର ରିୟୋହଲାଙ୍ଗ ହେବେ ସହାୟକ ରେଫରୀ

ନୂଆଦିଲ୍ଲୀ: ଡୋମିନିକନ ଗଣରାଜ୍ୟରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଆୟୋଜିତ ହେବ । ୧୦ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତର ରିୟୋହଲାଙ୍ଗ ଧରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ତାଙ୍କୁ ୩୮ ମ୍ୟାଚ ଅଧିକାରୀଙ୍କ ତାଲିକାରେ ସାମିଲ କରାଯାଇଛି । ସେ…

ମଙ୍କିପକ୍ସକୁ ନେଇ ଆକ୍ସନ ମୋଡରେ କେନ୍ଦ୍ର ସରକାର, ସ୍ଥିତି ସମୀକ୍ଷା କଲା ସ୍ଵାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ବିଶ୍ଵରେ ମଙ୍କିପକ୍ସର ମାମଲା ବୃଦ୍ଧିକୁ ନେଇ ସାରା ଦେଶ ଏବେ ଆତଙ୍କିତ । ଗତ ଦୁଇ ଦିନ ତଳେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି (ପିଏଚ୍ଇଆଇସି) ଘୋଷଣା କରିଛି । ତେବେ ଦେଶରେ ମଙ୍କିପକ୍ସର ସ୍ଥିତିକୁ…

ମତଦାନ ପାଇଁ ଡାଲ ହ୍ରଦରେ ହେବ ଭାସମାନ ପୋଲିଂ ବୁଥ୍

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହା ସହ ନିର୍ବାଚନ ଆୟୋଗ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜମ୍ମୁ କାଶ୍ମୀରରେ କୌଣସି ଭୋଟରଙ୍କୁ ହାତଛଡ଼ା ନକରିବାକୁ ନିର୍ବାଚନ ଆୟୋଗ ଡାଲ ହ୍ରଦରେ ତିନୋଟି ଏବଂ କଣ୍ଟ୍ରୋଲ୍…