Latest Odisha News

BREAKING NEWS

Yearly Archives

2024

ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି, କେନ୍ଦ୍ରର ପ୍ରତିଶ୍ରୁତି

ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆରଜି କର ମେଡିକାଲ କଲେଜରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଯାହା ଫଳରେ ସ୍ବାସ୍ଥ୍ଯ ସେବା ବାଧାପ୍ରାପ୍ତ ହେଉଛି। ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛି କେନ୍ଦ୍ର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…

ମାତ୍ର ୩୭ ବର୍ଷରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ବନିଲେ, ଜାଣନ୍ତୁ କିଏ ଏହି ପାଇତୋଙ୍ଗତାର୍ନ ଶିନାଓ୍ବତ୍ରା..

ବାଙ୍ଗକକ୍: ମାତ୍ର ୩୭ ବର୍ଷ ବୟସରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ପାଇତୋଙ୍ଗତାର୍ଣ୍ଣ ଶିନାଓ୍ବତ୍ରା । ପୂର୍ବ ପ୍ରଧାନମନ୍ତ୍ରୀ ତଥା ଅରବପତିଙ୍କର ଝିଅ ପାଇତୋଙ୍ଗତାର୍ନ ଥାଇଲାଣ୍ଡର ନେତୃତ୍ବ ନେଇ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ବନିଯାଇଛନ୍ତି । ଗତ ଶୁକ୍ରବାର…

ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ

ଯାଜପୁର: ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ l ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ଭୁବନେଶ୍ବର, କଟକରେ ୨ଟି କୋଠା ଠାବ କରିଛି ଭିଜିଲାନ୍ସ l ସେହିପରି ଭୁବନେଶ୍ବର ଓ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ଅଡୁଆ ବଢିଛି। ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ କରିବା ପାଇଁ ଶନିବାର କର୍ଣ୍ଣାଟକ ରାଜ୍ୟପାଳ ଅନୁମତି ଦେଇଛନ୍ତି। ମୈସୁର ଅର୍ବାନ…

ଶ୍ରୀକ୍ଷେତ୍ରରେ ରାକ୍ଷୀ ପ୍ରସ୍ତୁତ; ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

ପୁରୀ: ଆଉ ଦିନକ ପରେ ଭାଇ-ଭଉଣୀର ପବିତ୍ର ସ୍ନେହର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଭାଇର ଶୁଭ ମନାସି ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ । ଆଉ ମାଗିବ ସୁରକ୍ଷାର ପ୍ରତିଶ୍ରୁତି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ଜଗତରନାଥ ଜଗନ୍ନାଥ ମଧ୍ୟ ଏହି ପରମ୍ପରା ସହ ଜଡିତ । କେବଳ ମଣିଷ…

ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହେଲେ ସାଂସଦ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ଦେଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା l ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟି ଅଧ୍ୟକ୍ଷ ହେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା l ତେବେ ଗଠନ ହୋଇଥିବା କମିଟିରେ ଲୋକସଭାରୁ ୧୫ ଜଣ ଓ ରାଜ୍ୟସଭାରୁ ୭ ଜଣ ସଦସ୍ୟ ମନୋନୀତ…

ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରଛାତ୍ରୀ ଅସୁସ୍ଥ

ଝାରସୁଗୁଡ଼ା: ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଗଲେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ। ଏପରି ଏକ ଅଭାବନୀୟ ଘଟଣା ଆଜି ଝାରସୁଗୁଡ଼ା ଜିଲ୍ଲା ଜମେରା ୟୁଜିଏମ୍‌ଇ ସ୍କୁଲ୍‌ରେ ଘଟିଛି। ପ୍ରାଥମିକ ସୂଚନା ଅନୁସାରେ, ଆଜି ଶନିବାର ଥିବାରୁ ସାଢେ଼ ୯ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା। ମଧ୍ୟାହ୍ନ…

ସରକାରୀ ଟ୍ରେନିଂକୁ ବୟକଟ୍, ୨୫ରେ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ୍ କରିଛି ବିଜେଡି । ଆସନ୍ତା ୨୫ ତାରିଖ ସକାଳ ୧୦ ଟାରେ ଶଙ୍ଖ ଭବନରେ ଆୟୋଜିତ ହେବ ବିଜେଡିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏଥିରେ ବରିଷ୍ଠ ତଥା ଅନୁଭବୀ ନେତା ନୂଆ ସଦସ୍ୟମାନଙ୍କୁ ବିଧାନସଭାର ନୀତି ନିୟମ ବାବଦରେ…

ସିମ୍‌ ବକ୍ସ ଜବତ ଘଟଣା: ମାଷ୍ଟର ମାଇଣ୍ଡ ଜଣଙ୍କ ହେଉଛନ୍ତି ବାଂଲାଦେଶୀ ନାଗରିକ

ଭୁବନେଶ୍ୱର: ଭୁବନେଶ୍ବରରୁ ଜଣେ ସନ୍ଦିଗ୍ଧଙ୍କ ଘରୁ ସିମ୍‌ ବକ୍ସ ଜବତ ଘଟଣାରେ ବଡ଼ ଖୁଲାସା କଲା କମିସନରେଟ ପୋଲିସ l ଏହି ସିମ ବକ୍ସକୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିବା ନେଇ ସୂଚନା ଦେଇଛନ୍ତି କମିସନରେଟ ପୋଲିସ l ପୋଲିସର କହିବା ଅନୁସାରେ, ସାଧାରଣତଃ…

କୋଲକାତା ଳଜ୍ଜା: ଏହା କେବଳ ଡାକ୍ତରମାନଙ୍କ ବିଷୟ ନୁହେଁ, ପୂରା ଦେଶ ଓ ସମାଜର ବିଷୟ

ଭୁବନେଶ୍ବର: କୋଲକାତାରେ ପୁଣି ନିର୍ଭୟା ଘଟଣାର ପୁନରାବୃର୍ତ୍ତି । ପୁଣି ଅତି ନୃସଂସ ଭାବେ ଏ ସମାଜର କୁତ୍ସକାର ଆଖି ଆଉ ଜଣେ ଝିଅର ଜୀବନକୁ ଛିନଭିନ୍ କରିଦେଇଛି । ଏହାକୁ ନେଇ ଏବେ ସାରା ଦେଶରେ ତେଜିଛି ଆନ୍ଦୋଳନ  । ଯାହାକୁ ନେଇ ଏହା କେବଳ ଡାକ୍ତର ସଂପ୍ରଦାୟଙ୍କର ନୁହେଁ ଏହା ପୂରା ଦେଶର…