Latest Odisha News

BREAKING NEWS

Yearly Archives

2024

ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଭାସୁଛି ପେଜ ପାଣି, ଭକ୍ତ ଅସନ୍ତୁଷ୍ଟ

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଢେଉ ମାରୁଛି ନଳା ପାଣି । ଆଜି ସକାଳୁ କାକୁଡି ଖାଇଙ୍କ ମନ୍ଦିର ପଟରୁ ଏହି ନଳା ପାଣି ଭାସି ଆସି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଜମା ହୋଇଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଭକ୍ତ ମାନେ । ସେହି ନଳା ପାଣି ପାଦରେ ମାଡି ମନ୍ଦିର ଭିତରକୁ…

ସାବରମତି ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ପଛରେ ରହିଛି ଷଡଯନ୍ତ୍ର!

କାନପୁର: ଆଜି ବଡି ଭୋର ସକାଳୁ ପୁଣି ଏକ ଟ୍ରେନ୍ ଦୁର୍ଘଟଣା । ହେଲେ ଅଳ୍ପକେ ବଞ୍ଚିଯାଇଛନ୍ତି ଯାତ୍ରୀ । ବାରଣାସିରୁ ଅହମ୍ମଦାବାଦ ଯାଉଥିବା ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଶନିବାର ସକାଳ ପ୍ରାୟ ୨.୩୫ରେ ଲାଇନଚ୍ୟୁତ ହୋଇଛି । ତେବେ ଏହି ଦୁର୍ଘଟଣାରେ ସେଭଳି କିଛି କ୍ଷତି ହୋଇନାହିଁ…

ବିହାରରେ ତୃତୀୟ ଥର ପାଇଁ ଭୁଶୁଡିଲା ଏହି ନିର୍ମାଣାଧୀନ ବ୍ରିଜ 

ପାଟଣା: ବିହାରରେ ସେତୁ ଭୁଶୁଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ ଜାରି ରହିଛି। ଶୁକ୍ରବାର ସନ୍ଧ୍ୟାରେ ଘଟିଯାଇଛି ଆଉ ଏକ ଦୁର୍ଘଟଣା। ଗଙ୍ଗା ନଦୀ ଉପରେ ନିର୍ମିତ ଏକ ସେତୁ ହଠାତ୍ ଭୁଶୁଡି ପଡିଛି। ଭାଗଲପୁର ଜିଲ୍ଲାକୁ ଖଗରିଆ ସହ ସଂଯୋଗ କରୁଥିବା ଏହି ସେତୁ ଭୁଶୁଡ଼ିଯାଇଛି। ତେବେ ବନ୍ୟା…

ଅଟଳ ସେତୁରୁ ଡେଉଁଥିଲେ ମହିଳା; ଚୁଟି ଧରି ଭିଡି ଆଣିଲେ କ୍ୟାବ ଡ୍ରାଇଭର 

ମୁମ୍ବାଇ: ମୁମ୍ବାଇର ଅଟଳ ସେତୁରୁ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟାରେ ଡେଇଁବାକୁ ଚେଷ୍ଟା କରିଥିଲା ବେଳେ ଦେବଦୂତ ସାଜି ଉଦ୍ଧାର କରିଛନ୍ତି କ୍ୟାବ ଡ୍ରାଇଭର ଓ ଟ୍ରାଫିକ ପୋଲିସ। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଛାତିଥରା ଘଟଣା ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓ…

ଆର.ଜି କର ହସ୍ପିଟାଲରେ ଭଙ୍ଗାରୁଜା ନେଇ ତାତିଲେ ମମତା, କହିଲେ ଏପରି କିଛି..

କୋଲକତା: ପ୍ରାୟ ୪୦ ଜଣିଆ ଗୋଷ୍ଠୀ ଡାକ୍ତରଖାନାରେ ପ୍ରବେଶ କରି ଜରୁରୀକାଳୀନ ବିଭାଗ, ନର୍ସିଂ ୟୁନିଟ୍ ଏବଂ ମେଡିକାଲ ଷ୍ଟୋରରେ ଭଙ୍ଗାରୁଜା କରିଛନ୍ତି । ଯାହା ଦ୍ବାରା ଏହି ଉତ୍ତେଜନା ଓ ଭଙ୍ଗାରୁଜା ଯୋଗୁଁ ପ୍ରାୟ ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ କ୍ଷତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଆକ୍ସନ ମୋଡରେ ଭିଜିଲାନ୍ସ: ଗିରଫ ହେଲେ ଏସିଏସ୍‌ଓ ବାବୁ

କେନ୍ଦ୍ରାପଡା: ଗିରଫ ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ପ୍ରଦୀପ କୁମାର ମହାପାତ୍ର । ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଆଜି ଗିରଫ କରିଛି ଭିଜିଲାନ୍ସ । କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢାଉ କରି…

‘ଖୁବ ଶୀଘ୍ର ସ୍ୱତନ୍ତ୍ର ବାଟାଲିୟନ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ’

ପୁରୀ: ଶୁକ୍ରବାର ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ନେବା ପରେ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଓ୍ବାଇ.ବି ଖୁରାନିଆ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାଲକ୍ଷ୍ମୀ, ମାଆ ବିମଳା ଏବଂ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କରିଛନ୍ତି ପୋଲିସ ଡିଜି l ମହାପ୍ରଭୁଙ୍କ…

ପୁଣି ରାସନରେ ମିଳିବ ଚାଉଳ ସାଙ୍ଗକୁ ଗହମ

ଭୁବନେଶ୍ବର: ଏଣିକି ରାସନ କାର୍ଡ ହିତାଧିକାରୀମାନେ ପୁଣି ପାଇବେ ଗହମ । ରାସନକାର୍ଡରେ ଚାଉଳ ସହ ପୁଣି ଗହମ ମିଳିବ ବୋଲି କହି ବଡ ଘୋଷଣା କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ପୁଣି ରାସନରେ ଗହମ ମିଳିବ । ଏଥିପାଇଁ କେନ୍ଦ୍ର ଖାଉଟି କଲ୍ୟାଣ…

ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ବୟକଟ କଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର:  ଆରମ୍ଭ ହୋଇଯାଇଛି ବିଧାୟକଙ୍କ ପାଠଶାଳା । ଆଜି ଓ ଆସନ୍ତାକାଲି ଦୁଇ ନିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଆଗକୁ ବଢାଇଛନ୍ତି । ଏହାପରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ବିଧାୟକଙ୍କୁ…

୧୯୯୯ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଭୁବନେଶ୍ବର: ବହୁ ଚର୍ଚ୍ଚିତ ୧୯୯୯ର ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂଙ୍କ ଜାମିନ ନେଇ ଓଡିଶା ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ । ସମୟ ପୂର୍ବରୁ ରବିନ୍ଦ୍ର ପାଲ ଓରଫ ଦାରା ସିଂଙ୍କ ଜମାନତ ନେଇ ନୋଟିସରେ ରାଜ୍ୟ ସରକାରଙ୍କ ମତାମତ ମାଗିଛନ୍ତି କୋର୍ଟ । ୧୯୯୯…