Latest Odisha News

BREAKING NEWS

Yearly Archives

2024

ରାଜ୍ୟରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କା, ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ହେତୁ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଆଜି ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି…

ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ

ଯାଜପୁର: ଜିଏସଟି ତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ୍ । ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ସରକାରୀ ଟିକସ ହେରଫେର ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ ହୋଇଛି । ପ୍ରାୟ ୫.୮୫…

ବିଧବା ମହିଳାଙ୍କ ଗଳା କାଟି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

କଟକ: ଜଣେ ବିଧବାଙ୍କ ଗଳା କାଟି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ । ମୃତକ ହେଲେ କଳ୍ପନା ଦାସ ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ । ତେବେ କିଛି ବର୍ଷ ହେବ ଉକ୍ତ…

ବୌଦ୍ଧଧର୍ମ ଗବେଷକ ପ୍ରବୀର ପଟ୍ଟନାୟକ ପାଇବେ ‘ନବଗୁଞ୍ଜର ସମ୍ମାନ’

ଭୁବନେଶ୍ୱର: ବିଶିଷ୍ଟ ବୌଦ୍ଧଧର୍ମ ଗବେଷକ ଓ ଲେଖକ ପ୍ରବୀର ପଟ୍ଟନାୟକଙ୍କୁ ୨୦୨୪ ର 'ନବଗୁଞ୍ଜର ସମ୍ମାନ'ରେ ପୁରସ୍କୃତ କରାଯିବ । ଶୁକ୍ରବାର ସନ୍ଧ୍ୟାରେ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରେ ଭେଟି ନବଗୁଞ୍ଜର ସଂସ୍କୃତି ମଞ୍ଚ ଭୁବନେଶ୍ୱର ସଂସ୍ଥାପକ ସଦସ୍ୟଗଣ ଏହି ସମ୍ମାନ ଘୋଷଣା…

ଆଇଏମ୍‌ଏ ଡାକ୍ତରଙ୍କ ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: କୋଲକତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଦେଶବ୍ୟାପୀ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଛି । ଏହି ଭୟାବହ ଘଟଣାକୁ ବିରୋଧ କରି ଭାରତୀୟ ମେଡିକାଲ ସଂଘ ପକ୍ଷରୁ ସମଗ୍ର ଦେଶରେ ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ ଡାକରା…

ଦିନକୁ ୨ କୋଲା ରସୁଣ ଖାଆନ୍ତୁ, ଆଉ ସୁସ୍ଥ ରୁହନ୍ତୁ

ଭୁବନେଶ୍ଵର: ଗତ ଚାରି ଦିନ ତଳେ ରସୁଣକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତି ଶୁଣାଇଥିଲେ । ରସୁଣ ପରିବା ନା ମସଲା? ଏହି ପ୍ରଶ୍ନର ଉତ୍ତର ସାଧାରଣତଃ ଲୋକ ମସଲା ବୋଲି କହିଥାଆନ୍ତି । କିନ୍ତୁ ହାଇକୋର୍ଟ ରସୁଣକୁ ଏକ ପରିବା ବୋଲି ଘୋଷଣା କରିଛନ୍ତି। ଏହା ବ୍ୟତୀତ ଉଭୟ…

ସେ ମାଆ…ଏତେ ସହଜରେ ଝିଅମାନଙ୍କୁ ମରିବାକୁ ଛାଡିଦେବ

ମେରଠ: ସମାଜରୁ କୁସଂସ୍କାର ଦୂର କରିବା ପାଇଁ ଅନେକ ସଚେତନତା ସୃଷ୍ଟି କରାଯାଉଛି । ପୁଅ, ଝିଅ ମଧ୍ୟରେ ଭେଦଭାବ ସୃଷ୍ଟି ନ କରିବା ପାଇଁ ଅନେକ ଉଦ୍ୟମ ହେଉଛି । ତଥାପି କେତେକ ବ୍ୟକ୍ତି ଏବେ ବି ଜିଦ ଧରିଛନ୍ତି ପଛୁଆ ହୋଇ ରହିବା ପାଇଁ... । ମେରଠରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ଆମକୁ ମୁହଁ…

ଏହି ଦେଶରେ ସବୁଠାରୁ ଅଧିକ ଅଛନ୍ତି ମୁସଲମାନ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ପୃଥିବୀର ପ୍ରାୟ ସମସ୍ତ ଦେଶରେ ବିଭିନ୍ନ ଧର୍ମର ଲୋକ ବସବାସ କରନ୍ତି । କିଛି କିଛି ଦେଶରେ ଏକ ନିର୍ଦ୍ଧିଷ୍ଟ ଧର୍ମର ଜନସଂଖ୍ୟା ଅଧିକ ଥାଏ । ତେବେ ଯଦି ପଚରାଯାଏ ଅଧିକାଂଶ ମୁସଲମାନ ଧର୍ମର ଲୋକେ କେଉଁ ଦେଶରେ ରୁହନ୍ତି ତାହେଲେ ଆମେ ସାଧାରଣତଃ ଭାବୁ ଯେ ପାକିସ୍ତାନ । ଆମ ମନରେ…

ଶଙ୍ଖ ଛାଡି ପଦ୍ମ ଧରିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବିଜେଡି ଛାଡି ଦଳରେ ଯୋଗ ଦେଇଛନ୍ତି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ । ଏହା ସହ…

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୱାୟି.ବି ଖୁରାନିଆ

ଭୁବନେଶ୍ବର: ଆଜି ଅପରାହ୍ନରେ ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ୱାୟି. ବି ଖୁରାନିଆ । ସନ୍ଧ୍ୟାରେ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଖୁରାନିଆ । ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍…