ବଡ ଯୋଜନାକୁ ପଣ୍ଡ କଲା ଏସଟିଏଫ୍; ୮ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆତଙ୍କବାଦୀଙ୍କ ବଡ ଧରଣର ଯୋଜନାକୁ ପଣ୍ଡ କରିଦେଇଛନ୍ତି । କେରଳ, ଆସାମ ଓ ବେଙ୍ଗଲରୁ ଏସଟିଏଫ୍ ମିଳିତ ଭାବେ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଏହି ଆତଙ୍କବାଦୀ ମାନେ ଆରଏସଏସ ଓ ବିଭିନ୍ନ ହିନ୍ଦୁ ସଂଗଠନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା…