ଶୀତ ଦିନେ ଦୈନିକ ଶୁଖିଲା ଫଳ ଖାଇବା ଉଚିତ କି?
ଶୀତ ଋତୁ ଚାଲିଛି। ଏହି ସମୟରେ ଲୋକମାନେ ଋତୁକାଳୀନ ରୋଗରୁ ରକ୍ଷା ପାଇବା ପାଇଁ ଏବଂ ଶରୀରକୁ ଗରମ ରଖିବା ପାଇଁ ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସ ଖାଇଥା’ନ୍ତି। ଏଗୁଡିକ ଖାଇବା ଦ୍ୱାରା ଶରୀର ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ସହିତ ସମସ୍ତ ପୋଷକ ତତ୍ତ୍ୱ ପାଇଥାଏ। କିନ୍ତୁ ଯଦି ଆପଣ ଶୀତଦିନେ…