ପାକିସ୍ତାନୀ ବେଟିଂ ଆପର ପ୍ରମୋସନ କରି ଇଡି ସ୍କାନରରେ ଅଭିନେତ୍ରୀ
ମୁମ୍ବାଇ: ବେଟିଂ ଆପ୍ ମ୍ୟାଜିକ୍ୱିନକୁ ନେଇ ଏକ ବଡ଼ ଖୁଲାସା କରାଯାଇଛି। ବଡ ଏବଂ ଛୋଟ ପରଦାର ଅନେକ ତାରକା ଏହି ଆପର ବିଜ୍ଞାପନ କରିଥିଲେ। ବର୍ତ୍ତମାନ ଏହି ଆପର ପାକିସ୍ତାନ କନେକ୍ସନ ସାମ୍ନାକୁ ଆସିବା ପରେ ଇଡି ଏହି ଘଟଣାର ତଦନ୍ତ ହାତକୁ ନେଇଛି। ଇଡିର ଅନୁସନ୍ଧାନ ଅନୁଯାୟୀ, ଏହି ଆପ୍…