ଆମିଷ ଟିଫିନ ଆଣିଲେ ଛାତ୍ର, ହାଇକୋର୍ଟରେ ମାମଲା, କୋର୍ଟ କହିଲେ…
ଆହ୍ଲାବାଦ; ଖାଦ୍ୟ ସାମଗ୍ରୀକୁ ନେଇ ଗତ କିଛି ଦିନ ହେବ ଦେଶ ତଥା ବିଶ୍ୱରେ ବିଭିନ୍ନ ପ୍ରକାରର ଉତ୍ତେଜନା ଦେଖାଯାଉଛି l ବିଶେଷ କରି ଭେଜ୍ ଏବଂ ନନ୍-ଭେଜ୍ କୁ ନେଇ l ଏହାରିଭିତରେ ଉତ୍ତରପ୍ରଦେଶର ଅମରୋହାରୁ ସାମ୍ନାକୁ ଆସିଥିବା ଏକ ମାମଲା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ…