Latest Odisha News

BREAKING NEWS

Yearly Archives

2024

ଶିବ ଭକ୍ତଙ୍କ ପାଇଁ ଖୁସି ଖବର! ପୁଣି ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା

ନୂଆଦିଲ୍ଲୀ: ପୁଣିଥରେ କୌଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଦୁଇ ଦେଶ ମଧ୍ୟରେ ପାଞ୍ଚ ବର୍ଷର ବ୍ୟବଧାନ ପରେ ବେଜିଂରେ ସ୍ୱତନ୍ତ୍ର ପ୍ରତିନିଧୀଙ୍କ ୨୩ତମ ବୈଠକରେ ୬ଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି। ଡିସେମ୍ବର ୨୦୧୯ ପରଠାରୁ ପ୍ରଥମ…

ଖୁବଶୀଘ୍ର ପୃଥିବୀରେ ଅବତରଣ କରିବ ସୂର୍ଯ୍ୟ! ୨୪ ଘଣ୍ଟା ରହିବ ଆଲୋକ

ନୂଆଦିଲ୍ଲୀ: ଆମେ ସୌର ଶକ୍ତି ଏବଂ ଆଣବିକ ଶକ୍ତି ବିଷୟରେ ବହୁତ କିଛି ଦେଖିଛୁ ଏବଂ ଶୁଣିଛୁ, କିନ୍ତୁ ଖୁବ୍ ଶୀଘ୍ର ହାଇଡ୍ରୋଜେନ୍ ଆଧାରିତ ଶକ୍ତି ବିଶ୍ୱରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହେବାକୁ ଯାଉଛି। ଯଦି ସବୁ ଯୋଜନା ଅନୁଯାୟୀ ଚାଲେ, ତେବେ ଆମେରିକାରେ ବିଶ୍ୱର ପ୍ରଥମ ଗ୍ରୀଡ୍…

ଫେବୃଆରୀରେ ଫେରିବେନି ସୁନୀତା

ନୂଆଦିଲ୍ଲୀ: ବଢୁଛି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ସଂକଟ। ଉଭୟ ଆସନ୍ତା ଫେବୃଆରୀରେ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଉଭୟଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହୋଇପାରେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ନାସା କହିଛି ଯେ ମାର୍ଚ୍ଚ ୨୦୨୫ ପୂର୍ବରୁ ସୁନୀତା…

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍‌

ସମ୍ବଲପୁର: ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍‌ । ଦ୍ବିତୀୟ ଦିନରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍‌ । ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡ୍‌ । ସମ୍ବଲପୁରର ଦାନିପାଲିରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶ୍ବ…

ବଢିବ ଶୀତ, ୪୮ ଘଣ୍ଟା ପରେ ରାଜ୍ୟରେ ପୁଣି କମିବ ତାପମାତ୍ରା

ଭୁବନେଶ୍ଵର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ ସାଙ୍ଗକୁ କୁହୁଡି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌, ୫ ମୃତ, ୫ ଗୁରୁତର

ଲକ୍ଷ୍ନୌ: ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌ । ୫ ମୃତ, ୫ ଗୁରୁତର । ଶାହାଜାହାନପୁର ଜିଲ୍ଲା ମଦନପୁର ଥାନା ଅଞ୍ଚଳରେ ଦୁର୍ଘଟଣା । ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ଛାନଭିନ୍‌ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଶାହାଜାହାନପୁରରେ…

ମୁମ୍ବାଇ ବୋଟ୍ ଦୁର୍ଘଟଣା: ଉଦ୍ଧାର ହେଲେଣି ୧୧୫ ଜଣ, ମିଳୁନି ୨ଜଣଙ୍କ ପତ୍ତା

ମୁମ୍ବାଇ: ମୁମ୍ବାଇ ନୌସେନା ବୋଟ୍ ଦୁର୍ଘଟଣାରେ ଏବେ ଯାଏଁ ଉଦ୍ଧାର ହେଲେଣି ୧୧୫ ଜଣ । ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା ୨ ଜଣ ନିଖୋଜ ଅଛନ୍ତି । ୧୩ ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା କର୍ମଚାରୀ ଥିବା ବେଳେ ୧୦ ଜଣ ସାଧାରଣ ନାଗରିକ ଅଛନ୍ତି । ଗେଟ୍‌ୱେ ଅଫ୍…

୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଚଳିତ ବର୍ଷ କେନ୍ଦ୍ର ସରକାର ଅଶ୍ଳୀଳ, ଅସଭ୍ୟ ଏବଂ କେତେକ କ୍ଷେତ୍ରରେ ପର୍ଣ୍ଣୋଗ୍ରାଫିକ୍‌ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଏଲ ମୁଋଗନ ।…

ପୁଷ୍ପା-୨ରେ ଓଡ଼ିଆ ପୁଅ ସିଲଭର ଗାନ୍ଧୀଙ୍କ କମାଲ

ଭୁବନେଶ୍ବର: ଭାରତ ସିନେମା ଇତିହାସରେ ସମସ୍ତ ରେକର୍ଡ଼କୁ ଭାଙ୍ଗି ଇତିହାସ ସୃଷ୍ଟି କରି ଚାଲିଥିବା ଚଳଚ୍ଚିତ୍ର ପୁଷ୍ପା-୨ରେ ଅଭିନୟ କରିଛନ୍ତି ଓଡ଼ିଆ ପୁଅ । ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ରଙ୍କର ବଳିଷ୍ଠ ଭୂମିକାକୁ କେନ୍ଦ୍ରକରି ଚର୍ଚ୍ଚା ଜୋର ଧରିଥିବା ଜଣାଯାଇଛି । ମୋହନ…

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ଆଉ ୩ ଏତଲାକାରୀ ଓହରିଲେ

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରୁ ଓହରିଲେ ୩ ଜଣ ଏତଲାକାରୀ । ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏହି ତିନି ଜଣ କହିଛନ୍ତି । ପୂର୍ବରୁ ୨ ଜଣ ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର…