ଦେଶର ଦ୍ୱିତୀୟ ଦୀର୍ଘତମ ଏକ୍ସପ୍ରେସୱେ; ଖର୍ଚ୍ଚ ହେବ ୮୦ ହଜାର କୋଟି
ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଦୀର୍ଘତମ ଅମ୍ରିତସର-ଜାମନଗର ଏକ୍ସପ୍ରେସୱେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଆସନ୍ତା ବର୍ଷ ଏହା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଦିଲ୍ଲୀ-ମୁମ୍ବାଇ ଏବଂ ଅମ୍ରିତସର-ଜାମନଗର ଏକ୍ସପ୍ରେସୱେର ନୂତନ…