ନନ୍ଦନକାନନରେ ବୟସ୍କ ସିମ୍ପାଞ୍ଜି ମୃତ
ଭୁବନେଶ୍ୱର: ଭୁବନେଶ୍ୱର ନିକଟସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୟସ୍କ ସିମ୍ପାଞ୍ଜି ଜୁଲୁର ସୋମବାର ଦିନ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଜୁଲୁ ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା ପାଇଁ ପ୍ରାଣୀ ଉଦ୍ୟାନର ଚିକିତ୍ସାଳୟରେ ଚିକିତ୍ସାଧୀନ ହେଉଥିଲା। ମୃତ୍ୟୁ ବେଳକୁ ତାକୁ ୩୬ ବର୍ଷ ବୟସରେ…