‘ମିସ୍ ଇଣ୍ଡିଆ USA ୨୦୨୪’ ମୁକୁଟ ପିନ୍ଧିଲେ ଭାରତୀୟ ବଂଶଜ କ୍ୟାଟଲିନ୍ ସାନ୍ଦ୍ରା ନୀଲ
ମୁମ୍ଵାଇ: ମିସ୍ ଇଣ୍ଡିଆ USA ୨୦୨୪ ମୁକୁଟ ପିନ୍ଧିଲେ ଭାରତୀୟ ବଂଶଜ କ୍ୟାଟଲିନ୍ ସାନ୍ଦ୍ରା ନୀଲ। ମିସ୍ ଇଣ୍ଡିଆ USA ୨୦୨୪ ବିଜୟର ମୁକୁଟ ଭାରତୀୟ-ଆମେରିକୀୟ କ୍ୟାଟଲିନ୍ ସାନ୍ଦ୍ରା ନୀଲଙ୍କ ମୁଣ୍ଡରେ ପିନ୍ଧାଯାଇଛି। କ୍ୟାଟଲିନ୍ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ଭାରତୀୟ ମୂଳ ଆମେରିକୀୟ…