ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍ ମଧ୍ୟରେ ପାର୍ଥକ୍ୟ କଣ?
ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତର ରେଳପଥ ଦେଇ ଯାତ୍ରା କରନ୍ତି। ସୁଲଭ ଟିକେଟ୍ ମଧ୍ୟ ଭାରତର ରେଳପଥ ଦେଇ ଦୀର୍ଘ ଦୂରତା ଯାତ୍ରା କରିବାର କାରଣ। କେବଳ ଏତିକି ନୁହେଁ, ଆମେରିକା, ଚୀନ୍ ଏବଂ ଋଷ ପରେ ଭାରତୀୟ ରେଳ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ଅଟେ। କିନ୍ତୁ ରେଳବାଇରେ ଯାତ୍ରା…