ଖୁସିରେ ରୁହ, ବିବାହ କରିନେବ; ଆତ୍ମହତ୍ଯା ପୂର୍ବରୁ ପ୍ରେମିକଙ୍କ ପାଇଁ ଭିଡିଓ ବାର୍ତ୍ତା…
ସୁରଟ: ଗୁଜୁରାଟର ପାଲନପୁରସ୍ଥିତ ଅଞ୍ଚଳରେ ଜଣେ ୨୭ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଏହା ପୂର୍ବରୁ ସେ ତାଙ୍କ ପ୍ରେମିକଙ୍କ ଉଦ୍ଦେଶ୍ଯରେ ଦୁଇଟି ଭିଡିଓ ରେକର୍ଡିଂ କରିଥିବା ଜଣାପଡିଛି।
ପୋଲିସର ସୂଚନାନୁସାରେ ଉକ୍ତ ଯୁବତୀଙ୍କ ନାମ ରାଧା। ଯିଏକି ତାଙ୍କ ଭଉଣୀଙ୍କ ସହ…