Latest Odisha News

BREAKING NEWS

Yearly Archives

2024

ଭୟାଭୟ ଅଗ୍ନିକାଣ୍ଡ, ୬ ମୃତ, ୪ ଗୁରୁତର

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲା ଶିବନଗରରେ ଗତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଜଣଙ୍କ ଘରେ ନିଆଁ ଲାଗି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ…

ଡଙ୍ଗା ବୁଡ଼ି ୨୫ ମୃତ, ୧୨ ନିଖୋଜ

ନୂଆଦିଲ୍ଲୀ: ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋ ସ୍ଥିତ ଫିମି ନଦୀରେ ଡଙ୍ଗା ବୁଡ଼ି ୨୫ ମୃତ, ୧୨ ନିଖୋଜ । ଶହେରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜଧାନୀ କିନ୍‌ସାସାର ଉତ୍ତର-ପୂର୍ବ ଇନୋଙ୍ଗୋ ସହର ନିକଟରେ ଏହି ଦୁର୍ଘଟଣା ହୋଇଛି । ଅତ୍ୟଧିକ ଲୋକ ଡଙ୍ଗାରେ…

ରାଜ୍ୟରେ କୋହଲା ପାଗ, ଆସନ୍ତା ୪ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ଵର: ରାଜ୍ୟରେ ଆଜିଠୁ ସାମାନ୍ୟ କମିବ ଶୀତ ଲହରି । ସେପଟେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ…

ସରକାରଙ୍କ ବଡ ଦାବି, କର୍କଟ ଟିକା ପ୍ରସ୍ତୁତ କଲା ଋଷ

ନୂଆଦିଲ୍ଲୀ: କର୍କଟ । ଯେଉଁ ରୋଗ ପାଇଁ ଆଜି ପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ଗଲାଣି । ଏବେ ବି ସାରା ବିଶ୍ଵରେ କର୍କଟ ଭଳି ଏକ ଗୁରୁତର ରୋଗରେ ଅନେକ ଲୋକ ପୀଡିତ । ଏଭଳି ପରିସ୍ଥିତିରେ ଋଷ ଏକ ବଡ ଦାବି କରିଛି । ଯାହା ସମଗ୍ର ବିଶ୍ୱକୁ ଏବେ ଆଶ୍ଵସ୍ତି ପ୍ରଦାନ କରିଛି । ଋଷ କହିଛି ଯେ, ସେ…

ଦୃଷ୍ଟି ଶକ୍ତି ବଢାଏ ପାଳଙ୍ଗ

ଭୁବନେଶ୍ଵର: ଶାଗ ଏକ ରୁଚିକର ଖାଦ୍ୟ । ଶାଗରେ ବିଭିନ୍ନ ପ୍ରକାରର ଧାତବ ଲବଣ ଥିବାରୁ ତାହା ସ୍ଵାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ । ବିଭିନ୍ନ ଶାଗ ମାନଙ୍କ ମଧ୍ୟରୁ ଶୀତ ଦିନେ ମିଳୁଥିବା ପାଳଙ୍ଗ ଶାଗ ରେ ଅନେକ ଭିଟାମିନ୍ ରହିଛି। ଏହାସହିତ ଏହି ଶାଗ ରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଅନେକ…

ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା: ଉତ୍କର୍ଷ ଓଡ଼ିଶା ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର: ଲୋକାର୍ପିତ ହେଲା ଉତ୍କର୍ଷ ଓଡ଼ିଶା ପୋର୍ଟାଲ। ମଙ୍ଗଳବାର ଏହି ଓ୍ବେବ ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ। ଆସନ୍ତା ଜାନୁଆରୀ ୨୮ ଓ  ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍‌ ଓଡ଼ିଶା। ଏଥିପାଇଁ ପ୍ରସ୍ତୁତି ଶେଷ…

ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଜାଗୋ ଟିମ୍ ପ୍ରତିଶ୍ରୁତିବଦ୍ଧ: ଉପସଭାପତି

ଭୁବନେଶ୍ୱର: ସମାଜର ଅବହେଳିତ ଶିଶୁମାନଙ୍କର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି 'ଜାଗୋ'। ସୋଆରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ଜାଗୋ ସମ୍ପର୍କରେ  ଦିଗ୍‌ଦର୍ଶନ ଦେବା ଅବସରରେ ଏକ କାର୍ଯ୍ୟକ୍ରମରେ ସୋମବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ…

ଲାଲକୃଷ୍ଣ ଆଡଭାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର: ଖୁବ୍‌ ଶୀଘ୍ର ପ୍ରାଇଭେଟ୍‌ ୱାର୍ଡକୁ ସିଫ୍ଟ ହେବେ

ନୂଆଦିଲ୍ଲୀ : ଦେଶର ପୂର୍ବତନ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର।ଆଗାମୀ  ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କୁ   ଆଇସିୟୁରୁ ପ୍ରାଇଭେଟ୍‌ ୱାର୍ଡକୁ ସିଫ୍ଟ କରାଯିବାର ସମ୍ଭାବନା ରହିଛି। ୧୨ ଡିସେମ୍ୱରରେ ସ୍ୱାସ୍ଥ୍ୟାବସ୍ଥା…

ବେବି ବମ୍ପ୍ ଫଟୋ ସେୟାର କଲେ ରାଧିକା ଆପ୍ଟେ, କହିଲେ ମୁଁ କେବେ ବି…

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ମା' ହୋଇଛନ୍ତି । ମା' ହେବାର ଏକ ସପ୍ତାହ ପରେ ସେ ନିଜକୁ କ୍ଷୀର ଖୁଆଉଥିବା ସମୟର ଏକ ଫଟୋ ସେୟାର କରିଥିଲେ । ବର୍ତ୍ତମାନ ସେ ତାଙ୍କ ବେବି ବମ୍ପର କିଛି ଫଟୋ ସେୟାର କରିଛନ୍ତି । ସେ 'ଭୋଗ୍ ମ୍ୟାଗେଜିନ' ପାଇଁ ଏହି ଫଟୋସୁଟ୍ କରିଛନ୍ତି,…

ରାସ୍ତାରେ କାହିଁକି ଥାଏ ହଳଦିଆ ଓ ଧଳା ଲାଇନ୍‌?

ଭୁବନେଶ୍ବର: ରାସ୍ତାମାନଙ୍କରେ ବିଭିନ୍ନ ପ୍ରକାରର ଚିହ୍ନ ଦେଖିବାକୁ ମିଳିଥାଏ । କେଉଁଠି ନିରବଚ୍ଛିନ୍ନ ଭାବେ ଧଳା ଲାଇନ୍ ରାସ୍ତା ମଝିରେ ଲମ୍ବିଥାଏ ତ କେଉଁଠି ଖଣ୍ଡଖଣ୍ଡ ହଳଦିଆ ଲାଇନ୍ ରାସ୍ତାରେ ଦେଖିବାକୁ ପାଉ । ଏପରି ଚିହ୍ନ କାହିଁକି ରାସ୍ତା ମଝିରେ ଦିଆଯାଇଥାଏ? ଆସନ୍ତୁ ଜାଣିବା ଏହି…