Latest Odisha News

BREAKING NEWS

Yearly Archives

2024

ଛୁଆ ଆଶାରେ କୁକୁଡ଼ା ଚିଆଁ ଗିଳି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ

ରାୟପୁର: ତନ୍ତ୍ରମନ୍ତ୍ର ଯୋଗୁଁ ଦେଶରେ ଅନେକ ଜୀବନ ଯାଉଛି। ନିକଟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେଉଁଠି ତନ୍ତ୍ରମନ୍ତ୍ର ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ଜୀଅନ୍ତା କୁକୁଡା ଚିଆଁ ଗିଳି ଦେଇଛନ୍ତି। ଯେଉଁଥିପାଇଁ…

ସମ୍ପତ୍ତି ପାଇଁ ପ୍ରେମିକା ସହ ମିଶି ବାପାକୁ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ଲକ୍ଷ୍ନୌର ରାମପୁର ଗଡୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ପ୍ରେମିକାଙ୍କ ସହ ମିଶି ବାପା ରାମୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ। ସେ ଏକ ମାସ ପୂର୍ବରୁ ଏଥିପାଇଁ ଯୋଜନା ବନାଇଥିଲା। ରାମୁ ବଡ ପୁଅକୁ ସମ୍ପତ୍ତିରୁ ବେଦଖଲ କରି ଦେଇଥିଲେ। ଯାହା ପରେ ସେ ଗର୍ଲଫ୍ରେଣ୍ଡ…

ଆପାର୍ଟମେଣ୍ଟ ଲୁଟେରାଙ୍କୁ ତ୍ରାହି ନାହିଁ; ସ୍ବତନ୍ତ୍ର ଟିମ୍‌ ଗଠନ କଲା କମିଶନରେଟ୍ ପୋଲିସ

ଭୁବନେଶ୍ବର: ଲଗାତାର କିଛି ଦିନ ହେବ ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ବରେ ଥିବା ଆପାର୍ଟମେଣ୍ଟ ଗୁଡିକ । ପ୍ରତ୍ୟେକ ସପ୍ତାହ ଭିତରେ ଯେ କୌଣସି ଆପାର୍ଟମେଣ୍ଟରେ ଚୋରି, ଡକାୟତି ଓ ଲୁଟ୍ ର ଖବର ସାମ୍ନାକୁ ଆସୁଛି । ଫଳରେ ସମସ୍ତ ରାଜଧାନୀବାସୀ ବିଶେଷ କରି ଆପାର୍ଟମେଣ୍ଟରେ ରହୁଥିବା…

ଦେଶର ୧୭ଟି ସହରରେ ଭୋଡାଫୋନ୍ ଆଇଡିଆର ୫ଜି ସେବା ଆରମ୍ଭ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (Vi) ଭାରତରେ ୫ଜି ସେବା ଆରମ୍ଭ କରିଛି | ଏକ ରିପୋର୍ଟ ମାଧ୍ୟମରେ ଏହି ସୂଚନା ସାମ୍ନାକୁ ଆସିଛି। ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ମୁମ୍ବାଇ ଏବଂ ନୂଆଦିଲ୍ଲୀ ସମେତ ଦେଶର ୧୭ଟି ସହରର ସିଲେକ୍ଟ ସର୍କଲରେ ଏହାର ୫ଜି ସେବା…

ନିର୍ଦ୍ଧିଷ୍ଟ ସମୟରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ନିଆଯିବ ଆକ୍ସନ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଲୁଥିବା କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯଦି କୌଣସି ଠିକାଦାର ସମୟ ସୀମା ଭିତରେ କାମ ନ ସାରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ୩ ଗିରଫ, ୧୮୦ ଲିଟର ମଦ ଜବତ

ମୟୂରଭଞ୍ଜ : ନୂଆା ଢଙ୍ଗରେ କରୁଥିଲେ ଦେଶୀ ମଦ ଚୋରା ଚାଲାଣ। ସୂଚନା ପାଇ କାବୁ କରିଛି ପୋଲିସ। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ, ୧୮୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ୩…

ଲାଞ୍ଚ ନେଉଥିଲେ, ସେକ୍ସନ ଅଫିସରଙ୍କୁ ବାନ୍ଧିଲା ଭିଜିଲାନ୍ସ

ନବରଙ୍ଗପୁର: ଗିରଫ ହେଲେ ସେକ୍ସନ ଅଫିସର। ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବିଇଓଙ୍କ ଅଫିସର ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ନଗଦ ୧୦ ହଜାର ଟଙ୍କା ଜବତ କରାଯାଇଛି।…

କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା: ହାଇକୋର୍ଟ

କଟକ: ଓଡ଼ିଶା ପୋଲିସର କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି । ଏନେଇ ଆଜି ବୟସସୀମା କୋହଳ ପାଇଁ ଦାୟର ଏକାଧିକ ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ…

ଆଖି ଡ଼େଇଁବା ପଛର କାରଣ ଜାଣନ୍ତୁ..

ଭୁବନେଶ୍ବର: ବେଳେବେଳେ ଆମର ଆଖି ଡେଇଁଥାଏ । ଲୋକେ ବିଶ୍ବାସ କରନ୍ତି, ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁବା ଶୁଭ ହୋଇଥାଏ । କିନ୍ତୁ କାହିଁକି ଆଖି ଡେଇଁଥାଏ ଜାଣିଛନ୍ତି କି.. ଆଖି ଡେଇଁବା ସାମାନ୍ୟ କଥା କିନ୍ତୁ କିଛି ସମୟ ପାଇଁ ଅବା ଗୋଟିଏ / ଦୁଇ ଦିନ ପର୍ଯ୍ୟନ୍ତ ହୁଏ ।…

ଏକ ଦେଶ ଏକ ନିର୍ବାଚନ…ସଂଖ୍ୟା ବାଧା

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ଏକ ଦେଶ ଏକ ନିର୍ବାଚନ ବିଲ୍ । ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବିଲକୁ ମଂଜୁରୀ ଦେଇସାରିଛି । ତେବେ ବିଲକୁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବା ଜେପିସିକୁ ପଠାଯାଇପାରେ । ଏକ ଦେଶ ଏକ ନିର୍ବାଚନ ପାଇଁ କେନ୍ଦ୍ର ସରକାର ଦୁଇଟି ବିଲ୍ ଆଣିଛନ୍ତି । ଗୋଟିଏ…