Latest Odisha News

BREAKING NEWS

Yearly Archives

2024

‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍: ବଦଳିବ ସମ୍ବିଧାନର ଏହି ସବୁ ଧାରା….

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ଏକକ ନିର୍ବାଚନ ବିଲ୍ “ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ” । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ 'ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ' ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥିବା ବେଳେ ଏହାକୁ…

ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ତିନି ଦିନିଆ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆସନ୍ତାକାଲି  ଅର୍ଥାତ ବୁଧବାର ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଏହି ଗସ୍ତ ମଧ୍ୟରେ ସେ କୋରାପୁଟର ଜିଲ୍ଲା ମହୋତ୍ସବ "ପରବ" ରେ ଯୋଗ ଦେବେ। ଏହା…

ଯୁବପିଢିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବାର୍ତ୍ତା; ନିଶାରେ ବୁଡି ରହିବା ଅର୍ଥ ‘କୁଲ୍’ ନୁହଁ

ନୂଆଦିଲ୍ଲୀ: ମଦ୍ୟପାନ କରିବା ବା ନିଶାରେ ବୁଡି ରହିବା ଅର୍ଥ 'କୁଲ୍' ନୁହେଁ ଏବଂ ଏହାକୁ ଏଡାଇବା ଉଚିତ୍। ସୋମବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଶର ଯୁବକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆଜିକାଲି ଡ୍ରଗ୍ସ ସେବନ କିମ୍ବା ନିଶାରେ ବୁଡି ରହିବାକୁ…

କାହିଁକି ସାଂସଦ କହିଲେ ବିଜେଡିରେ ଅଛୁ, ରହିବୁ?

ନୂଆଦିଲ୍ଲୀ: ବିଜେଡିରେ ଅଛୁ, ରହିବୁ । ଦିଲ୍ଲୀରେ ଗର୍ଜିଲେ ବିଜେଡି ସାଂସଦ । ଦଳକୁ ନେଇ ଚାଲିଥିବା ଅପପ୍ରଚାର ବିରୋଧରେ କ୍ଷୋଭ ଝାଡିଲେ। ଦିଲ୍ଲୀରେ ବିଜେଡିର ୭ରାଜ୍ୟସଭା ସାଂସଦ ଏକାଠି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ୭ଜଣ ସାଂସଦ ଏକାଠି ରହିଛନ୍ତି ଓ ବିଜେଡି ସହ ସବୁବେଳେ…

ମସ୍କୋରେ ବୋମା ବିସ୍ଫୋରଣ; ରୁଷର ପରମାଣୁ ସୁରକ୍ଷା ବାହିନୀ ମୁଖ୍ୟଙ୍କ ମୃତ୍ୟୁ

ମସ୍କୋ: ରୁଷର ମସ୍କୋରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ରୁଷର ପରମାଣୁ ପ୍ରୋଗ୍ରାମର ମୁଖ୍ୟ ଇଗୋର କିରିଲୋଭଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଇଗୋର କିରିଲୋଭଙ୍କ ସହ ତାଙ୍କ ଆସିଷ୍ଟାଣ୍ଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ରାଷ୍ଟ୍ରପତି ଭବନଠାରୁ ମାତ୍ର ୭ କିଲୋମିଟର ଦୂରରେ…

ପ୍ରିୟଙ୍କାଙ୍କ ବ୍ୟାଗ…ବଢିଲା ରାଜନୀତି

ନୂଆଦିଲ୍ଲୀ: ପ୍ରଥମେ ପାଲେଷ୍ଟାଇନ୍, ଏବେ ବାଂଲାଦେଶୀ ଅଳ୍ପସଂଖ୍ୟକଙ୍କ ଚିନ୍ତା । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗକୁ ନେଇ ତେଜିଲା ରାଜନୀତି । କାନ୍ଧରେ ବ୍ୟାଗ ପକାଇ କେଉଁ ସନ୍ଦେଶ ଦେଉଛନ୍ତି ପ୍ରିୟଙ୍କା? ନିଜ ବ୍ୟାଗକୁ ନେଇ ଦୁଇ ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା…

ସଶକ୍ତ ହେବେ ବନ କର୍ମଚାରୀ; ସାବାଡ ହେବେ ଶିକାରୀ: ମନ୍ତ୍ରୀ

ଭୁବନେଶ୍ୱର: ଶିମିଳିପାଳ ଏବଂ ରାଉରକେଲା ପରେ ଏବେ ଡେବ୍ରିଗଡ଼ ଓ ଅନ୍ୟ ଅଭୟାରଣ୍ୟରେ ସ୍ପାଏ କ୍ୟାମେରା ଲାଗିବ । ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲଗାଯିବ ସ୍ପାଏ କ୍ୟାମେରା । ଫଳରେ ଅଭ୍ୟାରଣ୍ୟ ଗୁଡିକରେ ଅବାଧ ଶିକାର ଉପରେ ଲାଗିବ ରୋକ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ସୁରେନ୍ଦ୍ର ଖୁଣ୍ଟିଆ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ଦେହାନ୍ତ ଘଟିଛି ।…

ଯାତ୍ରା ବୀମା କାହିଁକି ଗୁରୁତ୍ଵପୂର୍ଣ୍ଣ, ଏହାର ଲାଭ ଜାଣନ୍ତୁ..

ଭୁବନେଶ୍ବର: ଟ୍ରିପ ପ୍ଲାନ କରିବା ସହିତ ଭ୍ରମଣ ବୀମା ଯୋଜନା କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ | ଭ୍ରମଣ ବୀମା ଆପଣଙ୍କୁ ଅନେକ ପ୍ରକାରର ବିପଦରୁ ସୁରକ୍ଷା ଯୋଗାଇଥାଏ |ସାମ୍ପ୍ରତିକ ସମୟକୁ ଦେଖିଲେ, କେବଳ କିଛି ମନୋନୀତ ବ୍ୟକ୍ତିଙ୍କ ପାଇଁ ନୁହେଁ ବରଂ ସମସ୍ତ ଲୋକଙ୍କ ପାଇଁ ଭ୍ରମଣ…

ବୃଦ୍ଧଙ୍କୁ ଅପେକ୍ଷା କରାଇ ହଟହଟା ଅଧିକାରୀ, ସିଇଓ ଦେଲେ ଛିଡା ହୋଇ କାମ କରିବାକୁ ନିର୍ଦ୍ଦେଶ

ନୋଏଡା: ନୋଏଡା ଅଥରିଟିରେ ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ଘର ସମ୍ପର୍କୀତ ଫାଇଲ ନେଇ ଅଧିକାରୀଙ୍କ ପାଖକୁ ଆସିଥିଲେ। ବାରମ୍ବାର ଦୌଡିଦୌଡି ନିରାଶ ହୋଇ ସେ ସୋମବାର ସିଇଓ ଲୋକେଶ ଏମଙ୍କ ଭେଟିଥିଲେ। ବୃଦ୍ଧ ଦମ୍ପତିଙ୍କଠୁ ସବୁ ଶୁଣିବା ପରେ ସିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଗୃହ…